ETV Bharat / sitara

କୋଚ ଭାବେ 'ଦ ଭଏସ୍' ସିଜନ୍ 20 କୁ ଫେରିଛନ୍ତି ନିକ୍ ଜୋନସ୍ - କୋଚ୍ ଭାବରେ 'ଦ ଭଏସ୍' ସିଜନ୍ 20 କୁ ଫେରିଛନ୍ତି ନିକ୍

ଗାୟକ ନିକ୍ ଜୋନାସ୍ ଗେନ୍ ଷ୍ଟେଫାନୀଙ୍କୁ 'ଦ ଭଏସ୍' ସିଜନ୍ 20 ର ଚତୁର୍ଥ କୋଚ୍ ଭାବରେ ବଦଳାଇବାକୁ ପ୍ରସ୍ତୁତ ଅଛନ୍ତି ଏବଂ ଜନ୍ ଲିଜେଣ୍ଡ୍, କେଲି କ୍ଲାର୍କସନ ଏବଂ ବ୍ଲେକ୍ ସେଲଟନ୍ ଙ୍କ ସହ ଏହି ସୋ’ର ଜର୍ଜ କରିବେ । ଅଧିକ ପଢନ୍ତୁ...

Nick Jonas returns to 'The Voice' Season 20 as coach, says 'Ready to win this thing'
କୋଚ ଭାବେ 'ଦ ଭଏସ୍' ସିଜନ୍ 20 କୁ ଫେରିଛନ୍ତି ନିକ୍ ଜୋନସ୍
author img

By

Published : Nov 18, 2020, 7:54 PM IST

Updated : Nov 18, 2020, 9:49 PM IST

ୱାଶିଂଟନ୍: ମଙ୍ଗଳବାର ମ୍ୟୁଜିକାଲ୍ ସୋ 'ଦ ଭଏସ୍' ଆସନ୍ତା ବର୍ଷ ସିଜନ୍ 20 ର କୋଚ୍ ଭାବରେ ନିକ ଜୋନାସଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା କରିଛି ।

ଖବର ଅନୁଯାୟୀ, ଗାୟକ ନିକ୍ ଜୋନାସ୍ ଗେନ୍ ଷ୍ଟେଫାନୀଙ୍କୁ 'ଦ ଭଏସ୍' ସିଜନ୍ 20 ର ଚତୁର୍ଥ କୋଚ୍ ଭାବରେ ବଦଳାଇବାକୁ ପ୍ରସ୍ତୁତ ଅଛନ୍ତି ଏବଂ ଜନ୍ ଲିଜେଣ୍ଡ୍, କେଲି କ୍ଲାର୍କସନ ଏବଂ ବ୍ଲେକ୍ ସେଲଟନ୍ ଙ୍କ ସହ ଏହି ସୋ’ ଜଜ କରିବେ ।

ଏହି ଖବରକୁ ପ୍ରକାଶ କରି, ସିଙ୍ଗିଙ୍ଗ ଶୋ’ର ଅଫିସିଆଲ୍ ପେଜ୍ ସୋସିଆଲ୍ ମିଡିଆ ପେଜରେ ଏକ ରିବ୍ ଟିକ୍ଲିଙ୍ଗ୍ ଟିଜର କ୍ଲିପ୍ ସେୟାର୍ କରାଯାଇଛି ।

ସେମାନେ ଲେଖିଛନ୍ତି, ନିକ ଫେରି ଆସିଛନ୍ତି !

ସମାନ ପୋଷ୍ଟକୁ ନିକ ଏହି ବର୍ଷ ଶୋ’ରେ ଜିତିବା ପାଇଁ ନିଜର ଆତ୍ମବିଶ୍ବାସକୁ ଦର୍ଶାଇ ଏକ କ୍ୟାପସନ୍ ସହିତ ପୁନଃ ସେୟାର କରିଛନ୍ତି ।

ନିକ ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, "ଯୋଦ୍ଧାମାନେ କେବେ ଶୋଇ ନାହାଁନ୍ତି । ମୁଁ ଫେରି ଆସିଛି ଏବଂ ଜିତିବାକୁ ପ୍ରସ୍ତୁତ ଅଛି " । "ପରବର୍ତ୍ତୀ ସିଜିନ @nbcthevoice ରେ ଦେଖ" ।

ସୋ ରେ ତାଙ୍କର ପ୍ରଥମ ସିଜନ୍ ସମୟରେ ଜୋନସ୍ ଥଣ୍ଡରଷ୍ଟର୍ମ ଆର୍ଟିସକୁ ଗ୍ରାଣ୍ଡ ଫାଇନାଲକୁ ନେଇଥିଲେ । ଯେଉଁଠାରେ ସେ ଟୋନିଶା ହେରିସ ଏବଂ ଶେଷରେ ବିଜେତା ଟଡ ଟିଲଗମ୍ୟାନ୍ ଙ୍କ ପଛରେ ତୃତୀୟ ସ୍ଥାନରେ ରହିଥିଲେ ।

Last Updated : Nov 18, 2020, 9:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.