ETV Bharat / sitara

ବିକିନୀ ପିନ୍ଧି ପାଠ ପଢୁଛନ୍ତି ଏହି ମଡେଲ, ଆଗକୁ ଅଛି ପରୀକ୍ଷା... - kim-kardashian-was-seen-studying

ଏବେ ଚର୍ଚ୍ଚାରେ ଆମେରିକାର ଫେମସ ଅଭିନେତ୍ରୀ କିମ୍ କାଦର୍ସିଆନଙ୍କ ଏକ ଫଟୋ । ଯେଉଁଥିରେ ସେ ଖୋଲା ଆକାଶ ତଳେ ବିକନୀ ପିନ୍ଧି ପାଠ ପଢୁଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

kim-kardashian-was-seen-studying-in-bikini-and-studying-exams
ବିକିନୀ ପିନ୍ଧି ପାଠ ପଢୁଛନ୍ତି ଏହି ମଡେଲ, ଆଗକୁ ଅଛି ପରୀକ୍ଷା...
author img

By

Published : Apr 25, 2021, 5:23 PM IST

ନୂଆଦିଲ୍ଲୀ: ଏବେ ଚର୍ଚ୍ଚାରେ ଆମେରିକାର ଫେମସ ଅଭିନେତ୍ରୀ ତଥା ମଡେଲ୍ କିମ୍ କାଦର୍ସିଆନଙ୍କ ଏକ ଫଟୋ । କିମ ଯେବେ ମଧ୍ୟ ତାଙ୍କର କିଛି ଫଟୋ ଏବଂ ଭିଡିଓ ସେୟାର କରନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଯାଏ ।

କିମ୍ ସୋସିଆଲ୍ ମିଡିଆରେ ବେଶ ଆକ୍ଟିଭ । ଏବେ ତାଙ୍କର ନୂଆ ଭାଇରାଲ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

କିମ୍ ଗତ କିଛିଦିନ ହେଲା ଆଇନ୍ (law)ପାଠ ପଢୁଛନ୍ତି । ସେ ଅନେକ ସମୟ ପାଠ ପଢାପଢିରେ ଅତିବାହିତ କରୁଛନ୍ତି । ଯାହାକୁ ନେଇ ସେ ଫାଇନାଲ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ନିଜର କିଛି ଫଟୋ ଇନଷ୍ଟା ସେୟାର କରିଛନ୍ତି । ଯେଉଁଥିରେ ସେ ଖୋଲା ଆକାଶ ତଳେ ବିକନୀ ପିନ୍ଧି ପାଠ ପଢୁଥିବାର ଦେଖିବାକୁ ମିଳିଛି । ଫଟୋରେ ସେ କ୍ରିମ୍ ରଙ୍ଗର ବିକିନୀ ପିନ୍ଧିଛନ୍ତି ।

ପ୍ରକାଶ ଥାଉ ଯେ, ବର୍ତ୍ତମାନ କିମ୍ ଙ୍କ ଏହି ଫଟୋକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି । କିମ୍ ଙ୍କ ର ଏହି ଫଟୋକୁ ଏପର୍ଯ୍ୟନ୍ତ ୪୬ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.