ETV Bharat / sitara

ଟକ ଶୋ'ରେ ଶୃତିଙ୍କ ଖୁଲାସା... - ଟକ ଶୋ ରେ ଶୃତି ହାସନ

ଲୋକପ୍ରିୟ ଚାଟ ଶୋରେ ନଜର ଆସିଥିଲେ ଶୃତି ହାସନ । ଏହି ଟକ ଶୋ ରେ ଫିଲ୍ମ ଅଭିନେତ୍ରୀ ଶୃତି ହାସନ କଲେ ବଡ ଖୁଲାସା ।

ଟକ ଶୋ ରେ କଣ କହିଲେ ସୃତି ପଢନ୍ତୁ
author img

By

Published : Oct 14, 2019, 7:22 AM IST

ନୂଆଦିଲ୍ଲୀ: ଫିଲ୍ମ ଅଭିନେତ୍ରୀ ଶୃତି ହାସନ କଲେ ବଡ ଖୁଲାସା । କିଛି ଦିନ ପୂର୍ବେ ଏକ ଲୋକପ୍ରିୟ ଚାଟ ଶୋରେ ନଜର ଆସିଥିଲେ ଶୃତି ହାସନ । ଆଉ ଏହି ଶୋ ଜରିଆରେ ସେ ନିଜର ବ୍ୟକ୍ତିଗତ କଥା ଖୁଲାସା କରିଛନ୍ତି । ଏକ ଆଲୋଚନାରେ ତାଙ୍କର ମାଇକଲ କୋର୍ସଲଙ୍କ ସହ କିପରି ବ୍ରେକଅପ୍ ହେଲା ଏବଂ ସେ କିପରି ନିଶାଗ୍ରସ୍ତରେ ଅଭ୍ୟସ୍ତ ହେଲେ ସେସବୁ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଶୃତି ହାସନ ଏକଥା ସ୍ବୀକାର କରିଛନ୍ତି ଯେ ସେ ମଦ ପିଇବା ଛାଡିବା ପରେ ତାଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥିଲା । ଶୃତିଙ୍କ କହିବା କଥା ହେଲା ସେ ଦୀର୍ଘ ଦିନ ଧରି ହ୍ବିସ୍କି ପିଉଥିଲେ । ସେ କିନ୍ତୁ ନିଜର କୁଚିତ୍ ବ୍ୟକ୍ତିଗତ କଥା ସେୟାର କରିଛନ୍ତି । ଶୃତି କିଛିଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ଏସମ୍ପର୍କରେ ପ୍ରଶ୍ନ କରାଯିବା ପରେ ସେ ସିଧାସଳଖ ସେୟାର କରିବାକୁ ମନା କରିଦେଇଥିଲେ । ତେବେ ସେ ନିଜର ଫିଲ୍ମ ଦୁନିଆକୁ ଫେରିବା ପୂର୍ବରୁ କିଛି ସମୟ ପାଇଁ ବ୍ରେକ୍ ନେବାକୁ ଚାହାଁନ୍ତି ।

ସେପଟେ ତାଙ୍କର ଏକ୍ସ ବୟଫ୍ରେଣ୍ଡଙ୍କ ସମ୍ପର୍କରେ ପ୍ରଶ୍ନ କରାଯିବାକୁ ସେ ମାଇକଲ କୋର୍ସଲଙ୍କ ସମ୍ପର୍କରେ ଭଲ କଥା କହିଛନ୍ତି । ଶେଷରେ ସେ କହିଛନ୍ତି ଯେ ମାଇକଲ କୋର୍ସଲଙ୍କ ସହ ଭଲ ଅନୁଭୂତି ଥିଲା । ଫିଲ୍ମ ଅଭିନେତା କମଲ ହାସନଙ୍କ ଝିଅ ଶୃତି ହାସନ ବହୁତ ହିଟ ଫିଲ୍ମ ସହ ତେଲୁଗୁ ଫିଲ୍ମ ମଧ୍ୟ କରି ପ୍ରଂଶସକଙ୍କ ପ୍ରଂଶସା ସାଉଟିଛନ୍ତି ।

Intro:Body:ଭୂଲ ରାସ୍ତାରେ ଆସି ଫେରିବା ବେଳେ ଦୁର୍ଘଟଣା ଘଟାଇଲା ଟ୍ରକ୍‌ । ଦୂର୍ଘଟଣା ଘଟାଇବା ପରେ ଜଣାପଡିଲା ଯେ ଟ୍ରକରେ ରହିଛି ବିପୂଳ ପରିମାଣର ବିଦେଶୀ ମଦ । ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ୍‌ । ମୟୂରଭଞ୍ଜ ଜିଲ୍ଲ। ଉଦଳା ଥାନା ଅଧୂନ ଉଦଳା- ନୂଦଡିହା ରାସ୍ତାର ଉର୍ମଳ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣା ହୋଇଥଲା । ବାଲେଶ୍ବର ଜିଲ୍ଲା ସେରଗଡରୂ ମଦ ବୋଝେଇ କରି ଯଶିପୂର ଯାଉଥ୍‌ବା ଏକ ଟ୍ରକ୍‌ ଭୂଲ ରାସ୍ତାରେ ପଶି ଆସିଥୁବା ବେଳେ ଫେରିବାକୁ ଚେଷ୍ଟା କରୁଥ୍‌ଲା । ସେ ଭୂଲ ରାସ୍ତାରୁ ଫେରୁଥୁବା ବେଳେ ଉର୍ମଳ ଛକ ନିକଟରେ ସାମ୍ନାରେ ଯାଉଥୁବା ଏକ ଡମ୍ଫରକୁ ପଛ ପଟରୁ ଧକ୍ଟା ଦେଇଥୁଲା । ସ୍ଫାନୀୟ ଲୋକେ ଟ୍ରକ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ
ଉଦ୍ଧାର କରି ଉଦଳା ପୋଲିସ୍‌ କୁ ଖବର ଦେଇଥିଲେ। ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭର କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ବିଦେଶୀ ମଦ ଭର୍ତ୍ତି ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତିନି ଶହ ପେଟି ବିଦେଶୀ ମଦ ନେଇ ଟ୍ରକଟି ଯଶିପୂର ଯାଉଥୁବା ବେଳେ
ଏହି ଦୂର୍ଘଟଣା ହୋଇଛି । ତେବେ ମଦ ବୋଝେଇ ଟ୍ରକ ଟି ରେ ଥିବା ମଦ ଗୁଡିକ ଲାଇସେନ୍ସରେ ଯାଉଥିଲା ନା ଚୋରା ଚାଲାଣ ହେଉଥିଲା ତାହା ଜଣାପଡିନାହିଁ ପୋଲିସ ତଦନ୍ତ ପରେ ସଠିକ ତଥ୍ୟ ପଦାକୁ ଆସିବ । ଏ ନେଇ ପୋଲିସ ର ପ୍ରତିକ୍ରିୟା ମିଳିପାରିନାହିଁ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.