ETV Bharat / sitara

ମିଳନର ରଙ୍ଗରେ ରଙ୍ଗାୟିତ ନାଟକ ‘ଅଭିନେତ୍ରୀ’

author img

By

Published : Sep 20, 2019, 9:57 AM IST

ଦୁଇ ଦିନ ଧରି ଚାଲିଥିଲା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମଙ୍ଗଳ ସମିତି ପକ୍ଷରୁ ଆୟୋଜିତ ଉଛ୍ବାସର ରଙ୍ଗ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଶେଷ ସନ୍ଧ୍ୟାରେ ଦର୍ଶକଙ୍କ ମନ ଛୁଇଁଲା ଭଳି ନାଟକ ‘ଅଭିନେତ୍ରୀ’ ପରିବେଷଣ ହୋଇଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଉଦଯାପିତ ହୋଇଯାଛି ଉଛ୍ବାସର ରଙ୍ଗ କାର୍ଯ୍ୟକ୍ରମ । ଦୁଇଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମଟି ଉତ୍କଳ ସଙ୍ଗୀତ ମହାବିଦ୍ୟାଳର ପୁରାତନ ଛାତ୍ରଛାତ୍ରୀ ମଙ୍ଗଳ ସମିତି ଦ୍ବାରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟାରେ ଆୟୋଜିତ ନାଟକ ‘ଅଭିନେତ୍ରୀ’ ଉପସ୍ଥିତ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା।

ଏହି ନାଟକ ଦ୍ବାରା ଦର୍ଶକଙ୍କୁ ପରିବାରରେ ଏକତ୍ରୀତ ହୋଇ ରହିବା, ମାନ ଅଭିମାନ ଭୁଲି ମିଳିମିଶି ଏକା ସଙ୍ଗେ ରହିବାର ବାର୍ତ୍ତା ପହଞ୍ଚାଇଥିଲା । ନାଟକ ‘ଅଭିନେତ୍ରୀ’ ଦର୍ଶକଙ୍କୁ ବେଶ ଆମୋଦିତ କରିଥିବା ଦେଖିବାକୁ ମିଳିଛି। ସନ୍ଧ୍ୟାର କାର୍ଯ୍ୟକ୍ରମ ଅତିଥିଙ୍କ ଦ୍ବାରା ଉଦଘାଟିତ ହେବା ପରେ ଅଗ୍ନିମିତ୍ର ବେହେରା ଓ ଶ୍ରୀନିବାସ ଶତପଥୀଙ୍କ ଦ୍ବାରା ସିବାଗ୍ନି ପରିବେଷଣ କରାଯାଇଥିଲା। ପରେ ପରେ ସୀତାକାନ୍ତ ଜେନା ଓ ରୋହିତ କୁମାର ପ୍ରଧାନଙ୍କ ଦ୍ଵାରା ବୃନ୍ଦ ବାଦନ କରାଯାଇଥିଲା।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହାପରେ କ୍ଷୀତିପ୍ରକାଶ ମହାପାତ୍ର ଓ ସାଥି ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତର ବୃନ୍ଦ ଗାୟନ କରିଥିଲେ । ପରବର୍ତ୍ତୀ କାର୍ଯ୍ୟକ୍ରମରେ ଗୁରୁ ଶ୍ରୀ ଲିଙ୍ଗରାଜ ପ୍ରଧାନ ଓ ସାଥୀଙ୍କ ଦ୍ବାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ ପରିବେଷିତ ହୋଇଥିବା ନାଟକ ‘ଅଭିନେତ୍ରୀ’ ଉପସ୍ଥିତ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା । ଯେଉଁଥି ପାଇଁ ଶେଷ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ଭରପୁର ହୋଇ ରହିଥିବା ଦେଖାଯାଇଥିଲା।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଦୁଇଦିନ ଧରି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ମଙ୍ଗଳ ସମିତି ପକ୍ଷରୁ ଆୟୋଜିତ ଉଛ୍ୱାସର ରଙ୍ଗ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।ଶେଷ ସନ୍ଧ୍ୟାରେ ଆୟୋଜିତ ନାଟକ ଅଭିନେତ୍ରୀ ଉପସ୍ଥିତ ଦର୍ଶକମଣ୍ଡଳୀଙ୍କୁ ପରିବାରରେ ଏକତ୍ରିତ ହୋଇ ରହିବା ,ମାନ ଅଭିମାନ ଭୁଲି ମିଳିମିଶି ଏକ ସଙ୍ଗେ ରହିବାର ବାର୍ତା ବେଶ ଆମୋଦିତ କରିଥିବା ଦେଖିବାକୁ ମିଳିଛି।

Body:ସନ୍ଧ୍ୟାର କାର୍ଯ୍ୟକ୍ରମ ଅତିଥିମାନଙ୍କ ଦ୍ୱାରା ଉଦ୍ଘାଟିତ ହେବା ପରେ ଅଗ୍ନିମିତ୍ର ବେହେରା ଓ ଶ୍ରୀନିବାସ ଶତପଥୀଙ୍କ ଦ୍ୱାରା ସିବାଗ୍ନି ପରିବେଷଣ କରାଯାଇଥିଲା।ପରେ ପରେ ସୀତାକାନ୍ତ ଜେନା ଓ ରୋହିତ କୁମାର ପ୍ରଧାନ ଙ୍କ ଦ୍ଵାରା ବୃନ୍ଦ ବାଦନ କରାଯାଇଥିଲା।ଏହା ପରେ ଖୀତୀପ୍ରକାଶ ମହାପାତ୍ର ଓ ସାଥି ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ର ବୃନ୍ଦ ଗାୟନ କରିଥିଲେ ଏବଂ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଗୁରୁ ଶ୍ରୀ ଲିଙ୍ଗରାଜ ପ୍ରଧାନ ଓ ସାଥୀଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।ତେବେ ପରିଶେଷରେ ପରିବେଷିତ ଏହି ନାଟକ ଅଭିନେତ୍ରୀ ଉପସ୍ଥିତ ଲୋକମାଙ୍କ ବେଶ ମନୋରଞ୍ଜନ ର ଖୋରାକ ଯୋଗାଇ ଥିବା ମନେ ହୋଇଥିଲା।ଯେଉଁଥିପାଇଁ ଶେଷ ପର୍ଯ୍ୟନ୍ତ ରବିନ୍ଦ୍ରମଣ୍ଡପ ପ୍ରେକ୍ଷାଳୟ ଭରପୁର ହୋଇ ରହିଥିବା ଦେଖା ଯାଇଥିଲା।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.