ETV Bharat / sitara

ମଲାଲରେ ମିଜାନ-ଶର୍ମିନଙ୍କ ଜବରଦସ୍ତ କେମେଷ୍ଟ୍ରି, ଦେଖନ୍ତୁ ଭିଡିଓ

author img

By

Published : Jun 13, 2019, 12:05 PM IST

ମଲାଲର ନୂଆ ଗୀତରେ ଦେଖିବାକୁ ମିଳିଛି ମିଜାନ ଓ ଶର୍ମିନଙ୍କ ଜବରଦସ୍ତ କେମେଷ୍ଟ୍ରି । ‘ଆଇଲା ରେ’ ଗୀତ ପରେ ରିଲିଜ ହୋଇଛି ମରାଠୀ ଥିମ ଗୀତ ‘ଉଧାଲ ହୋ’।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ସଞ୍ଜୟ ଲୀଲା ଭଂସାଲିଙ୍କ ଫିଲ୍ମ ମଲାଲ ଖୁବ ଶୀଘ୍ର ପରଦାକୁ ଆସୁଛି । ଏଥିରେ ପ୍ରଥମ ଥର ବଲିଉଡକୁ ଏଣ୍ଟ୍ରି କରିବେ ମିଜାନ ଓ ଶର୍ମିନ । ଫିଲ୍ମର ରିଲିଜ ପୂର୍ବରୁ ଫିଲ୍ମର ଗୀତକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ‘ଆଇଲା ରେ’ପରେ ଏବେ ରିଲିଜ ହୋଇଛି ଅନ୍ୟଏକ ମ୍ୟୁଜିକ ଟ୍ରାକ । ଏଥିରେ ମିଜାନ ଓ ଶର୍ମିନଙ୍କ ଜବରଦସ୍ତ ଯୋଡି ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ୟୁଟ୍ୟୁବ

ଗୀତର ନାଁ ରହିଛି ‘ଉଧାଲ ହୋ’। ଗୀତର ସେଟକୁ ଗଣେଶ ଚତୁର୍ଥୀ ମଣ୍ଡପରେ ପରିବର୍ତ୍ତନ କରାଯାଇଛି । ଗୀତଟିକୁ ଗାଇଛନ୍ତି ଆଦର୍ଶ ସିନ୍ଧେ ଏହାସହ ଗୀତରେ ମରାଠୀଙ୍କ ସଂସ୍କୃତି ମଧ୍ୟ ଦେଖିବାକୁ ମିଳିଛି । ଗୀତରେ ମରାଠୀ ଲୁକରେ ରୋମାନ୍ସ କରିଛନ୍ତି ମିଜାନ ଓ ଶର୍ମିନ ।

ଗୀତକୁ କମ୍ପୋଜ କରିଛନ୍ତି ନିଜେ ସଞ୍ଜୟ ଲୀଲା ଭଂସାଲି । ଭଂସାଲିଙ୍କ ପ୍ରତି ଫିଲ୍ମର ଗୀତ ଭଳି ଏହାକୁ ବି ମଧ୍ୟ ପାରମ୍ପରିକ ଶୈଳୀରେ ତିଆରି କରାଯାଇଛି । ତେବେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମଙ୍ଗେଶ ହଦୱାଲା । ଫିଲ୍ମଟି ଚଳିତ ମାସ ଜୁନ 28ରେ ପରଦାକୁ ଆସିବ ।

Intro:Body:

GSG

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.