ଭୁବନେଶ୍ବର: ଓଲିଉଡର ସୁଇଟ ଓ ରୋମାଣ୍ଟିକ କପଲ ବର୍ଷା ଓ ଅନୁଭବ। ଉଭୟଙ୍କ ପ୍ରେମ କାହାଣୀକୁ ନେଇ ଅନେକ ସମୟରେ ଚର୍ଚ୍ଚା ଜୋର ଧରିଥାଏ। ହେଲେ ଏବେ ସୁପରଷ୍ଟାରରୁ ସାଂସଦ ହୋଇଥିବା ଅନୁଭବ ମହାନ୍ତି ବର୍ଷାଙ୍କୁ ନେଇ ଟିକେ ଇନସିକ୍ୟୁରିଟି ଫିଲ୍ କରୁଛନ୍ତି । ବର୍ତ୍ତମାନ ସମୟରେ ସେ ଟ୍ବିଟରରେ ଏକ ନୋଟ ଲେଖିଛନ୍ତି ଯାହାକୁ ନେଇ କମେଣ୍ଟ ଓ କମ୍ପପ୍ଲିମେଣ୍ଟର ସୁଅ ଛୁଟୁଛି ।
-
I request MY #QUEEN @VarshaPriyadar3 not to allow such useless people to stand beside her & take pictures🤪🤪🤪🤪🤪😝😝😂😂🤣🤣 Anyways, please do let me know who’s this stupid fellow @AnubhavMohanty_ 😉😜 https://t.co/dMxNewHz8Y
— Anubhav Mohanty (@AnubhavMohanty_) December 30, 2019 " class="align-text-top noRightClick twitterSection" data="
">I request MY #QUEEN @VarshaPriyadar3 not to allow such useless people to stand beside her & take pictures🤪🤪🤪🤪🤪😝😝😂😂🤣🤣 Anyways, please do let me know who’s this stupid fellow @AnubhavMohanty_ 😉😜 https://t.co/dMxNewHz8Y
— Anubhav Mohanty (@AnubhavMohanty_) December 30, 2019I request MY #QUEEN @VarshaPriyadar3 not to allow such useless people to stand beside her & take pictures🤪🤪🤪🤪🤪😝😝😂😂🤣🤣 Anyways, please do let me know who’s this stupid fellow @AnubhavMohanty_ 😉😜 https://t.co/dMxNewHz8Y
— Anubhav Mohanty (@AnubhavMohanty_) December 30, 2019
କଥାରେ ଅଛି, ବଡ ଘର ବଡ ଗୁମର କଥା। ଏମାନଙ୍କ ଘରର ଅସଲି କଥା ଜାଣିବା ସାଧାରଣ ଲୋକଙ୍କ ପାଇଁ ଟିକେ ଅସୁବିଧା ହୋଇଥାଏ। କାରଣ କେତେବେଳେ ଏମାନେ କ'ଣ କରନ୍ତି ତାହା ଭଗବାନଙ୍କୁ ବି ଅଗୋଚୋର।
ତେବେ ସାଂସଦ ଅନୁଭବ ମହାନ୍ତିଙ୍କୁ ଏବେ ଘାରିଛି ପତ୍ନୀ ବର୍ଷାଙ୍କ ସୁରକ୍ଷା ଚିନ୍ତା । ସେ ଟ୍ବିଟରରେ ଏପରି ଏକ ଟ୍ବିଟ ଲେଖିଛନ୍ତି, ଯାହା କୌତୂହଳ ସହ ସମ୍ବେଦନଶୀଳ ଅଟେ । ସେହି ନୋଟଟି ହେଲା,'କୁଇନ ବର୍ଷା ପ୍ରିୟଦର୍ଶିନୀ ସବୁ ଲୋକ ବା ଅଦରକାରୀ ଲୋକଙ୍କୁ ନିଜ ଆଖପାଖରେ ଆସିବାକୁ ଦିଅନି କି ତାଙ୍କ ସହ ଫଟୋ ଉଠାଅନି। ଏହାସହ ମୋତେ ଟିକେ ଜଣାଇ ଦିଅକି କିଏ ସେହି ଷ୍ଟୁପିଡ ଫେଲୋ...'। ଘଟଣା ପରେ ଅନେକ ପ୍ରଶଂସକ ଅନୁଭବଙ୍କ ଭଲପାଇବାର ତାରିଫ କରିଥିବାବେଳେ ଆଉ କିଛି ଏହାକୁ ତାତ୍ସଲ୍ୟ କରିଥିଲେ।