ETV Bharat / sitara

‘ହାଉସଫୁଲ-4’ରେ ଗୀତ ଗାଇବେ ଅକ୍ଷୟ

author img

By

Published : Jul 23, 2019, 9:43 PM IST

ହାଉସଫୁଲ-4ର ଟାଇଟଲ ଟ୍ରାକ ଗାଇବେ ଅକ୍ଷୟ କୁମାର । ନିର୍ଦ୍ଦେଶକ ଫରହାଦ ସମଜୀଙ୍କ ଅନୁରୋଧରେ ଗୀତ ଗାଇବାକୁ ରାଜି ହୋଇଛନ୍ତି ଅକ୍ଷୟ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/akshaykumar's profile picture akshaykumar

ହାଇଦ୍ରାବାଦ: ଆଗକୁ ରିଲିଜ ହେଉଛି ହାଉସଫୁଲର ଚତୁର୍ଥ ଭାଗ । ସିଙ୍ଗ ଇଜ କିଙ୍ଗ, ସ୍ପେଶାଲ 26 ଓ ଏଣ୍ଟରଟେନମେଣ୍ଟ ଭଳି ଫିଲ୍ମରେ ଗୀତ ଗାଇଥିବା ଅକ୍ଷୟ କୁମାର ହାଉସଫୁଲ-4ର ଟାଇଟଲ ଟ୍ରାକରେ ରାପ ଗାଇବେ ।

ନିର୍ଦ୍ଦେଶେକ ଫରହାଦ ସମଜୀଙ୍କ ଅନୁରୋଧରେ ଗୀତ ଗାଇବେ ଖିଲାଡି । ପ୍ରଯୋଜକ ସାଜିଦ ନଡିଆଡୱାଲାଙ୍କୁ ମଧୟ ଫରହାଦଙ୍କ ଆଇଡିଆ ପସନ୍ଦ ଆସିଛି । ଏହି ଗୀତର କମ୍ପୋଜ କରିବେ ତନିଷ୍କ ବାଗଚୀ । ତେବେ ଏହା ଶୋଲୋ ଟ୍ରାକ କିମ୍ବା ଡୁଏଟ ତାହା ଜଣାପଡିନାହିଁ ।

ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ବବି ଦେଓଲ, କୃତି ସାନନ, ପୂଜା ହେଗଡେ, କୃତି ଖରବନ୍ଦା ଆଦି ନଜର ଆସିବେ । ତେବେ ଆଗକୁ ଅକ୍ଷୟ ‘ମିଶନ ମଙ୍ଗଲ’ରେ ନଜର ଆସିବେ ।

Intro:Body:

5

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.