ETV Bharat / sitara

ନିକିତା ମୃତ୍ୟୁ ମାମଲା: ପୁଣି ଖାରଜ ହେଲା ସ୍ୱାମୀଙ୍କ ଜାମିନ ଆବେଦନ

ଥମୁନି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ମାମଲା । ମିଳୁନି ସ୍ୱାମୀ ଲିପନଙ୍କୁ ବେଲ୍ । ଏବେ ଦ୍ୱିତୀୟ ଥର ପାଇଁ ନିକିତାଙ୍କ ସ୍ୱାମୀ ଲିପନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଆଉ ନିରାଶ ହୋଇଛନ୍ତି ଲିପନ । ତେବେ ଲିପନଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ ।

author img

By

Published : Feb 13, 2019, 8:13 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

କଟକ: ଥମୁନି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ମାମଲା । ମିଳୁନି ସ୍ୱାମୀ ଲିପନଙ୍କୁ ବେଲ୍ । ଏବେ ଦ୍ୱିତୀୟ ଥର ପାଇଁ ନିକିତାଙ୍କ ସ୍ୱାମୀ ଲିପନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଆଉ ନିରାଶ ହୋଇଛନ୍ତି ଲିପନ । ତେବେ ଲିପନଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ ।

ପ୍ରକାଶ ଥାଉକି, ଗତ ଜାନୁୟାରୀ 6 ତାରିଖରେ ଅଭିନେତ୍ରୀ ନିକିତା ଓ ସ୍ୱାମୀ ଲିପନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଛାତ ଉପରେ ମତାନ୍ତର ହୋଇଥିଲା । ଆଉ ତାପରେ ସ୍ୱାମୀ ଲିପନ, ନିକିତାଙ୍କୁ ଛାତ ଉପରୁ ଠେଲି ଦେଇଥିଲେ । ମୃତ୍ୟୁ ସମୟରେ ନିକିତା ତାଙ୍କ ବାପଘରେ ଥିଲେ ।

ନିକିତାଙ୍କ ପରିବାର ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଲିପନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିବା ପରେ ତଦନ୍ତ କରାଯାଇ ଶେଷରେ ଲିପନଙ୍କୁ ଗିରଫ କରାଯାଇଥିଲା । ଆଉ ପରେ ଲିପନଙ୍କ ପରିବାର ମଧ୍ୟ ଥାନାରେ ହାଜର ନ ହୋଇ ଫେରାର ହୋଇଯାଇଥିଲେ । ଯାହା ଫଳରେ ପୋଲିସ ତାଙ୍କ ଘରେ ଲଗାଇଥିଲେ ଲଟକା ।

କଟକରୁ ନାରାୟଣ ସାହୁ, ଇଟିଭି ନ୍ୟୁଜ

Intro:Body:

ନିକିତା ମୃତ୍ୟୁ ମାମଲା: ପୁଣି ଖାରଜ ହେଲା ସ୍ବାମୀଙ୍କ ଜାମିନ ଆବେଦନ

କଟକ: ଥମୁନି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ମାମଲା । ମିଳୁନି ସ୍ବାମୀ ଲିପନଙ୍କୁ ବେଲ୍ । ଏବେ ଦ୍ବିତୀୟ ଥର ପାଇଁ ନିକିତାଙ୍କ ସ୍ବାମୀ ଲିପନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଆଉ ନିରାଶ ହୋଇଛନ୍ତି ଲିପନ । ତେବେ ଲିପନଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ । 

ପ୍ରକାଶ ଥାଉକି, ଗତ ଜାନୁୟାରୀ 6 ତାରିଖରେ ଅଭିନେତ୍ରୀ ନିକିତା ଓ ସ୍ବାମୀ ଲିପନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଛାତ ଉପରେ ମତାନ୍ତର ହୋଇଥିଲା । ଆଉ ତାପରେ ସ୍ବାମୀ ଲିପନ, ନିକିତାଙ୍କୁ ଛାତ ଉପରୁ ଠେଲି ଦେଇଥିଲେ । ମୃତ୍ୟୁ ସମୟରେ ନିକିତା ତାଙ୍କ ବାପଘରେ ଥିଲେ । 

ନିକିତାଙ୍କ ପରିବାର ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଲିପନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିବା ପରେ ତଦନ୍ତ କରାଯାଇ ଶେଷରେ ଲିପନଙ୍କୁ ଗିରଫ କରାଯାଇଥିଲା । ଆଉ ପରେ ଲିପନଙ୍କ ପରିବାର ମଧ୍ୟ ଥାନାରେ ହାଜର ନ ହୋଇ ଫେରାର ହୋଇଯାଇଥିଲେ । ଯାହା ଫଳରେ ପୋଲିସ ତାଙ୍କ ଘରେ ଲଗାଇଥିଲେ ଲଟକା । 

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.