ମୁମ୍ବାଇ: ନିକଟରେ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବି-ଟାଉନର ସଞ୍ଜୁ ବାବା ସଞ୍ଜୟ ଦତ୍ତ । ଶୁଣିବାକୁ ମିଳୁଛି ସେ ଫୁସଫୁସ କର୍କଟରେ ଆକ୍ରାନ୍ତ । ଏହି ଖବର ସାମ୍ନାକୁ ଆସିବା ପରେ ଦୁଃଖି ହୋଇପଡିଛନ୍ତି ଫ୍ୟାନ୍ସ । ଏବେ ସୋସିଆଲ ମିଡିଆରେ ତାଙ୍କ ସୁସ୍ଥ କାମନା କରୁଥିବାର ନଜର ଆସୁଛନ୍ତି ସମସ୍ତେ । ଏହି ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି ସଞ୍ଜୁ ବାବା । ଏହାର ଚିକିତ୍ସା ପାଇଁ ସେ ଖୁବଶୀଘ୍ର ଆମେରିକା ଯିବେ ବୋଲି ଶୁଣିବାକୁ ମିଳୁଛି ।
-
Disturbing news! Healing prayers for our own @duttsanjay who is a fighter & as his wife Manyata & family say he will return a winner this time too, Amen. He is the worthy son of nation's favourite, actor, parliamentarian, social & political activist, a true nationalist, late &
— Shatrughan Sinha (@ShatruganSinha) August 13, 2020 " class="align-text-top noRightClick twitterSection" data="
">Disturbing news! Healing prayers for our own @duttsanjay who is a fighter & as his wife Manyata & family say he will return a winner this time too, Amen. He is the worthy son of nation's favourite, actor, parliamentarian, social & political activist, a true nationalist, late &
— Shatrughan Sinha (@ShatruganSinha) August 13, 2020Disturbing news! Healing prayers for our own @duttsanjay who is a fighter & as his wife Manyata & family say he will return a winner this time too, Amen. He is the worthy son of nation's favourite, actor, parliamentarian, social & political activist, a true nationalist, late &
— Shatrughan Sinha (@ShatruganSinha) August 13, 2020
ଇତି ମଧ୍ୟରେ ଅଭିନେତା-ରାଜନେତା ଶତ୍ରୁଘ୍ନ ସିହ୍ନା ଗୁରୁବାର ଦିନ ସଞ୍ଜୟଙ୍କ ଆରୋଗ୍ୟ କାମନା କରିଛନ୍ତି ।
ଶତ୍ରୁଘ୍ନ ସଞ୍ଜୟଙ୍କ ସହିତ ଦୁଇଟି ଥ୍ରୋ ବ୍ୟାକ୍ ଫଟୋ ମଧ୍ୟ ସେୟାର କରିଛନ୍ତି ।
ଶତ୍ରୁଘ୍ନ ଟ୍ୱିଟରରେ ଲେଖିଛନ୍ତି, ସେ ହେଉଛନ୍ତି ଦେଶର ପ୍ରିୟ, ଅଭିନେତା, ସଂସଦୀୟ, ସାମାଜିକ ତଥା ରାଜନୈତିକ କାର୍ଯ୍ୟକର୍ତ୍ତା, ଜଣେ ପ୍ରକୃତ ଜାତୀୟତାବାଦୀ, ତଥା ମହାନ କଳାକାର । ସୁନିଲଦତ୍ତଙ୍କ ଯୋଗ୍ୟ ପୁତ୍ର । ତୁମ ପାଇଁ ମୁଁ ପ୍ରାର୍ଥନା କରୁଛି ତୁମେ ଶୀଘ୍ର ସୁସ୍ଥ ହୋଇ ବିଜେତା ରୂପରେ ଘରକୁ ଫେର । ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ । ତୁମକୁ ବହୁତ ସାରା ଭଲପାଇବା ଏବଂ ତୁମ ପରିବାରକୁ ଶୁଭେଚ୍ଛା ।
ଗତକାଲି ସଞ୍ଜୟଙ୍କ ପତ୍ନୀ ମାନ୍ୟତା କହିଥିଲେ ଯେ, ମୁଁ ସମସ୍ତଙ୍କୁ ଧନ୍ୟବାଦ କହିବାକୁ ଚାହୁଁଛି । ଯେଉଁମାନେ ସଞ୍ଜୁଙ୍କ ସୁସ୍ଥ କାମନା ବ୍ୟକ୍ତ କରିଛନ୍ତି । ଆମକୁ ଏହି ସମୟ ପାର କରିବା ପାଇଁ ଶକ୍ତି ଓ ପ୍ରାର୍ଥନାର ଆବଶ୍ୟକ ଅଛି । ଗତ ବର୍ଷରୁ ଆମ ପରିବାର ବହୁତ କଠିନ ସମୟ ଦେଇ ଗତି କରିଆସୁଛି । ହେଲେ ମତେ ବିଶ୍ବାସ ଅଛି ଏହି ସମୟ ମଧ୍ୟ ବିତିଯିବ ।
-
great #SunilDutt. Hope,wish & pray Sanju for your smooth & fast recovery. God Bless! Love & profound regards to the family. pic.twitter.com/uRdNdcazlw
— Shatrughan Sinha (@ShatruganSinha) August 13, 2020 " class="align-text-top noRightClick twitterSection" data="
">great #SunilDutt. Hope,wish & pray Sanju for your smooth & fast recovery. God Bless! Love & profound regards to the family. pic.twitter.com/uRdNdcazlw
— Shatrughan Sinha (@ShatruganSinha) August 13, 2020great #SunilDutt. Hope,wish & pray Sanju for your smooth & fast recovery. God Bless! Love & profound regards to the family. pic.twitter.com/uRdNdcazlw
— Shatrughan Sinha (@ShatruganSinha) August 13, 2020
ପ୍ରକାଶ ଥାଉ କି, ମଙ୍ଗଳବାର ଦିନ ସଞ୍ଜୟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜ କ୍ୟାନ୍ସର ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ