ମୁମ୍ବାଇ: ବଲିଉଡ ଅଭିନେତ୍ରୀ ୟାମି ଗୌତମ ସୋସିଆଲ ମିଡିଆରେ ତାଙ୍କର ଏକ ମୋନୋକ୍ରୋମ୍ ଫଟୋ ପୋଷ୍ଟ କରିଛନ୍ତି । ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।
ପୋଷ୍ଟ ହୋଇଥିବା ଫଟୋରେ ଅଭିନେତ୍ରୀ ସାର୍ଟ ଏବଂ ସ୍କର୍ଟ ପିନ୍ଧିଛନ୍ତି । ସେ କ୍ୟାମେରା ଠାରୁ ବହୁତ ଦୂରରେ ଏବଂ ଗଭୀର ଚିନ୍ତା କରୁଥିବାର ଦେଖିବାକୁ ମିଳିଛି ।
- " class="align-text-top noRightClick twitterSection" data="
">
ଏହି ପୋଷ୍ଟର କ୍ୟାପସନ୍ ରେ ୟାମି ଲେଖିଛନ୍ତି, 'ବ୍ଲାକ ଆଣ୍ତ ହ୍ବାଇଟ ଟୋନ୍ ରେ କିଛି ତ ଅଛି' ।
ପ୍ରକାଶ ଥାଉ ଯେ, ନିକଟରେ ୟାମି ତାଙ୍କର ଆଗାମୀ ହରର କମେଡି ଫିଲ୍ମ 'ଭୂତ ପୋଲିସ୍'ର ସୁଟିଂ ଶେଷ କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପୱନ କ୍ରୃପାଲାନି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ