ETV Bharat / sitara

'ଦଶବୀ'ର ସୁଟିଂ ଶେଷ କଲେ ୟାମି, ସେୟାର କଲେ ଭିଡିଓ

author img

By

Published : Mar 23, 2021, 9:23 PM IST

ଅଭିଷେକ ବଚ୍ଚନଙ୍କ ସହ ଫିଲ୍ମ 'ଦଶବୀ'ର ସୁଟିଂ ଶେଷ କଲେ ୟାମି ଗୌତମ । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ସୁଟିଂ ଶେଷ ଦିନର ଦୁଇଟି ଭିଡିଓ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

Yami Gautam ecstatic as she wraps Dasvi shoot, shares video with Abhishek Bachchan
'ଦଶବୀ'ର ସୁଟିଂ ଶେଷ କଲେ ୟାମି,ସେୟାର କଲେ ଭିଡିଓ

ହାଇଦ୍ରାବାଦ: ମଙ୍ଗଳବାର ଅଭିନେତ୍ରୀ ୟାମି ଗୌତମ ଘୋଷଣା କରିଛନ୍ତି ଯେ ସେ ଅଭିଷେକ ବଚ୍ଚନଙ୍କ ସହ ଫିଲ୍ମ 'ଦଶବୀ'ର ସୁଟିଂ ଶେଷ କରିଛନ୍ତି ।

ଅଭିନେତ୍ରୀ ଇନଷ୍ଟାଗ୍ରାମରେ ସୁଟିଂ ଶେଷ ଦିନର ଦୁଇଟି ଭିଡିଓ ସେୟାର କରିଛନ୍ତି ।

ଭିଡିଓରେ ଅଭିନେତ୍ରୀ କହିଛନ୍ତି ଯେ, ମହାମାରୀ ମଧ୍ୟରେ ସେ ଏହି ଫିଲ୍ମର ସୁଟିଂ ଶେଷ କରିସାରିଛନ୍ତି ଏବଂ ସେ ଉଭୟ ନର୍ଭସ ଏବଂ ବହୁତ ଖୁସି ମଧ୍ୟ ଅଛନ୍ତି ।

ଗତ ମାସରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଥିବା ଅଭିନେତ୍ରୀ ଆହୁରି କହିଛନ୍ତି ଯେ, ମୋ ସହ କାମ କରିଥିବା ପୁରା ଟିମକୁ ଧନ୍ୟବାଦ । ଏହା ଏକ ଅବିସ୍ମରଣୀୟ ଅନୁଭୂତି ଥିଲା । #TeamDASVI @MaddockFilms @jiostudios ।

ଏହି ଚଳଚ୍ଚିତ୍ରରେ ବିମଲା ଦେବୀଙ୍କ ଭୂମିକାରେ ନିମ୍ରତ କୌର ମଧ୍ୟ ଅଭିନୟ କରିଥିବାବେଳେ ଅଭିଷେକ ବଚ୍ଚନଙ୍କୁ ଏକ ପାଓ୍ବାରଫୁଲ ଅବତାରରେ ଗଙ୍ଗା ରାମ ଚୌଧୁରୀ ଭୂମିକାରେ ନଜର ଆସିବେ।

ପ୍ରକାଶ ଥାଉ ଯେ, 'ଦଶବୀ' ଦୀନେଶ ଭାଇଜାନ, ସନ୍ଦୀପ ଲେଜେଲ ଏବଂ ଶୋଭାନା ଯାଦବଙ୍କ ଦ୍ବାରା ନିର୍ମିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.