ETV Bharat / sitara

କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟଙ୍କ ନାଁରେ ମହିଳାଙ୍କ ସାଂଘାତିକ ଅଭିଯୋଗ - choreographer Ganesh Acharya

କୋରିଓଗ୍ରାଫର ଗଣେଶଙ୍କ ନାମରେ ସାଂଘାତିକ ମାମଲା । ଅଭିଯୋଗ ଆଣିଲେ ମହିଳା କୋରିଓଗ୍ରାଫର । ଅଧିକ ପଢନ୍ତୁ...

complaint against Ganesh Acharya
କୋରିଓଗ୍ରାଫର ଗଣେଶଙ୍କ ନାମରେ ସାଂଘାତିକ ମାମଲା
author img

By

Published : Jan 28, 2020, 10:43 AM IST

Updated : Jan 28, 2020, 10:49 AM IST

ମୁମ୍ବାଇ: କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟଙ୍କ ନାମରେ ଅସଦାଚରଣ ମାମଲା । ଅଭିଯୋଗ ଆଣିଲେ 33 ବର୍ଷିୟା ମହିଳା । ଫିଲ୍ମରେ କାମ କରିବା ପାଇଁ ଗଣେଷ ତାଙ୍କୁ ବାଧ୍ୟ କରୁଥିବା କହିଛନ୍ତି ମହିଳା ।

ଅଶ୍ଲୀଳ ଭିଡିଓ ଦେଖିବା ପାଇଁ ତାଙ୍କୁ ବାଧ୍ୟ କରାଯାଉଥିବା ବେଳେ ଜୋରଜବରଦସ୍ତ କରି ଫିଲ୍ମରେ କାମ କରିବା ପାଇଁ ବାରମ୍ବାର ବାଧ୍ୟ କରାଯାଉଥିଲା ।ଏନେଇ ମହିଳା ଜଣକ ଅମ୍ବୋଲି ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ମହିଳା ଜଣକ ଇଣ୍ଡିଆନ ଫିଲ୍ମ ଓ ଟେଲିଭିଜନ କୋରିଓଗ୍ରାଫର ଆସୋସିଏସନର ଆସିଷ୍ଟାଣ୍ଟ କୋରିଓଗ୍ରାଫର । ଅନେକ ଦିନରୁ ତାଙ୍କୁ ଗଣେଷ ନିର୍ଯାତନା ଦେଉଥିବା ସେ ଅଭିଯୋଗରେ କହିଛନ୍ତି । 2008 ମସିହାରେ ତନୁଶ୍ରୀ ଦତ୍ତାଙ୍କୁ ଅସଦାଚରଣ ମାମଲାର ମଧ୍ୟ ଅଭିଯୁକ୍ତ ଥିଲେ ଗଣେଷ ।

Intro:Body:

BLANK FOR LINK 

Conclusion:
Last Updated : Jan 28, 2020, 10:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.