ETV Bharat / sitara

ଜୀବନ ସାରା ଲଢିବେ ବିଗ-ବି

ବିଗ-ବି ଅମିତାଭ ବଚ୍ଚନ ଜୀବନ ସାରା ମହିଳାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ବିରୋଧରେ ଲଢିବେ ବୋଲି କହିଛନ୍ତି। ଅମିତାଭ ରବିବାର ହେପାଟାଇଟିସ ନିପାତ କରିବା ପାଇଁ ରାଷ୍ଟ୍ରୀୟ ଯୋଜନାର ଶୁଭରାମ୍ଭ କରିଥିଲେ। ଇତିମଧ୍ୟରେ ସେ ମହିଳାଙ୍କ ସହ ସପକ୍ଷରେ ଠିଆ ହେବାର ଘୋଷଣା କରିଥିଲେ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 27, 2019, 3:25 PM IST

ନୂଆଦିଲ୍ଲୀ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଅନୁଯାୟୀ ମହିଳାଙ୍କୁ ହେପାଟାଇଟିସ-ବି ପାଇଁ ଘରୁ ବାହାର କରିଦେବା ଦୁର୍ଭାଗ୍ୟପୂର୍ଣ୍ଣ କଥା। ସେ ଏହି ଭେଦଭାବ ବିରୋଧରେ ସ୍ୱର ଉଠାଇଛନ୍ତି ଏବଂ କହିଛନ୍ତି ଯେପର୍ଯ୍ୟନ୍ତ ସେ ଜୀବିତ ଅଛନ୍ତି, ସେ ପର୍ଯ୍ୟନ୍ତ ଏହି ଭେଦଭାବ ବିରୋଧରେ ଲଢିବେ ।

ଅମିତାଭ ରବିବାର ହେପାଟାଇଟିସ ନିପାତ କରିବା ପାଇଁ ରାଷ୍ଟ୍ରୀୟ ଯୋଜନାର ଶୁଭରାମ୍ଭ କରିଥିଲେ । ଏହି ଅବସରରେ ସେ ମିଡିଆକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ମଧ୍ୟ ଦେଇ କହିଥିଲେ ତାଙ୍କୁ ଏହି ବଡ ଅଭିଯାନରେ ସାମିଲ ହେବାର ଇଚ୍ଛା ପୂର୍ବରୁ ଥିଲା । ଭାରତ ସରକାର ଏବଂ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ସହିତ ଅନ୍ୟ ସଙ୍ଗଠନର ସହଯୋଗ ବିରୋଧରେ ଲଢିବାର ପ୍ରୟାସ କରିଛି।

ଅନ୍ୟପଟେ ଅମିତାଭ କହିଥିଲେ କି ତାଙ୍କ ପରିବାରର ଡାକ୍ତର ଏବଂ ତାଙ୍କର ଅନ୍ୟ ଡାକ୍ତର ବନ୍ଧୁ ତାଙ୍କ ସହ ସାକ୍ଷାତ କରିଥିଲେ। ସେ ହେପାଟାଇଟିସ ବିଷୟରେ ତାଙ୍କୁ ଅବଗତ କରାଇଥିଲେ। ଏହି ରୋଗ ବିଷୟରେ ଦେଶରେ ବହୁତ କମ ଲୋକଙ୍କୁ ଜଣାଅଛି। ତେଣୁ ସେ ସମସ୍ତଙ୍କ ସାମ୍ନାରେ ଏହି ରୋଗ ବିଷୟରେ ଆଣିବାକୁ ଯାହା ସମ୍ଭବ କରିବାକୁ ରାଜି ଅଛନ୍ତି।

ଏଥିରେ ଦୁଇ ମୁଖ୍ୟ କଥା ଥିଲା ଯାହା ତାଙ୍କୁ ଆକର୍ଷିତ କରିଥିଲା । ପ୍ରଥମଟି ହେଲା କି ହେପାଟାଇଟିସ-ବି ବିଷୟରେ ଜାଣିବାର ପ୍ରୟାସ କରିବା। ଅଧିକାଂଶ ଲୋକ ଏହି ରୋଗ ବିଷୟରେ ଜାଣିନାହାଁନ୍ତି। କିନ୍ତୁ ଏହି ରୋଗ ଜୀବନ ପାଇଁ ବିପଦଭରା। ତେଣୁ ତାଙ୍କୁ ଲାଗିଥିଲା କି ଭାରତର ନାଗରିକ ହେବା ରୂପେ ଲୋକଙ୍କ ମଧ୍ୟରେ ଏହା ବିଷୟରେ ଜାଗରଣ ବାଣ୍ଟିବା ତାଙ୍କ କର୍ତ୍ତବ୍ୟ । ଯେତେବେଳେ ରୋଗ ବିଷୟରେ ଲଢିବାର କଥା ଆସିଥାଏ ତେବେ ମହିଳାଙ୍କ ପ୍ରତି ଭେଦଭାବ ଦେଖି ତାଙ୍କୁ ବହୁତ ଦୁଃଖ ଲାଗିଥାଏ।

undefined

ଦ୍ବିତୀୟ କଥାଟି ହେଲା ଯାହା ତାଙ୍କୁ ଆଶ୍ଚର୍ଯ୍ୟ ଏବଂ ଆହତ କରିଥିଲା । ତାହା ଥିଲା ବିଶେଷ ରୂପେ ମହିଳାଙ୍କ ସହ ଭେଦଭାବ କରିଯିବା କଥା । ଏହା ବାସ୍ତବରେ ଏପରି ଦୁର୍ଭାଗ୍ୟପୂର୍ଣ୍ଣ କାହାଣୀ ବିଷୟରେ ତାଙ୍କୁ ଜଣାପଡିଥିଲା, ଯେଉଁଠାରେ ହେପାଟାଇଟିସ-ବିରେ ଆକ୍ରାନ୍ତ ମହିଳାଙ୍କୁ ଘରୁ ବାହାର କରିଦିଆଯାଇଛି ।

ତାଙ୍କ ଅନୁଯାୟୀ ମହିଳା ଘର ଓ ଦେଶର ଶକ୍ତି ତାଙ୍କ ବିରୋଧରେ ଏପରି ଭେଦଭାବ ଆଦୌ କରାଯିବା କଥା ନୁହେଁ । ସେ ବଞ୍ଚିଥିବା ପର୍ଯ୍ୟନ୍ତ ମହିଳାଙ୍କ ସହ ଠିଆ ହେବ ବୋଲି କହିଛନ୍ତି ବିଗ-ବି।

ସ୍ଲଗ-ବିପର୍ଯ୍ୟସ୍ଥ ସ୍ବାସ୍ଥସେବା ର ସମାଧାନ ଦାବୀରେ ଏମ୍.କେ.ସି.ଜି ମେଡିକାଲ ସମୁଖରେ ସିପିଆଇଏମ୍ ର ଗଣଧାରଣା ଓ ବିକ୍ଷୋଭ..
ଫର୍ମାଟ-ଏଭିଓ+ବାଇଟ୍,
 ରିପୋର୍ଟର-ସମୀର ଆଚାର୍ଯ୍ୟ-ବ୍ରହ୍ମପୁର
ତାରିଖ-୨୬/୦୨/୨୦୧୯ (ଭିଜୁଆଲ majoରେ ଯାଇଛି .)
ଆଙ୍କର-ବିପର୍ଯ୍ୟସ୍ଥ ସ୍ବାସ୍ଥସେବା ର ସମାଧାନ ଦାବୀରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ସମୁଖରେ ସିପିଆଇ ଏମ୍ ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ କରାଯାଇଛି। ପ୍ରତ୍ୟେକ ବିଭାଗରେ ଖାଲିଥିବା ଡାକ୍ତର ପଦବୀ ପୂରଣ କରିବା , ଏମ୍.କେ.ସି.ଜି ମେଡିକାଲରେ ନିଯୁକ୍ତି ପାଇ ଅନ୍ୟତ୍ର କାର୍ଯ୍ୟ କରୁଥିବା ଡାକ୍ତରଙ୍କ ଡେପୁଟେସନ୍ ବାତିଲ କରିବା , ଆଞ୍ଚଳିକ ରୋଗ ନିଦାନ କେନ୍ଦ୍ରରେ ଶିଶୁ ,ମହିଳା ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର କରିବା , ସମସ୍ତ ରୋଗୀଙ୍କ ପାଇଁ ଅଲଟ୍ରାସାଉଣ୍ଡ ,ସିଟି ସ୍କାନ ଓ ଏମ୍.ଆର୍.ଆଇ ପରୀକ୍ଷା ଭଳି ବ୍ୟବସ୍ଥା କରିବା ଦାବୀରେ ଏହି ଗଣଧାରଣା ସହ ବିକ୍ଷୋଭ କରାଯାଇଥିଲା । 
ବାଇଟ୍-ଯୁଧିଷ୍ଠିର ବେହେରା (ସଂପାଦକ,ସିପିଆଇଏମ୍,ବ୍ରହ୍ମପୁର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.