ମୁମ୍ବାଇ: ଏବେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପରିବାରର ଲାଡଲୀ ଆରାଧ୍ୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
- " class="align-text-top noRightClick twitterSection" data="
">
ଯେଉଁଥିରେ ଆରାଧ୍ୟା ପିତା ଅଭିଷେକ ବଚ୍ଚନ ଏବଂ ମାତା ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ସହ 'ଦୋସ୍ତାନା' ଚଳଚ୍ଚିତ୍ରର 'ଦେଶୀ ଗାର୍ଲ' ଗୀତରେ ଧମାକାଦାର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ଦେଖି ଫ୍ୟାନ୍ସ ଆରାଧ୍ୟାଙ୍କ ଡ୍ୟାନ୍ସର ବହୁ ପ୍ରଂଶସା କରିଛନ୍ତି ।
ବାସ୍ତବରେ, ଏହି ଭିଡିଓ ଐଶ୍ବର୍ଯ୍ୟାଙ୍କ ସମ୍ପର୍କୀୟଙ୍କ ବିବାହ ସମୟର । ଯେଉଁଠାରେ ଆରାଧ୍ୟା ଷ୍ଟେଜ୍ ରେ ନାଚୁଥିବାର ନଜର ଆସିଛନ୍ତି । ଭିଡିଓ ଦେଖନ୍ତୁ:
ପ୍ରକାଶ ଥାଉ କି, ନିକଟରେ, ଅଭିଷେକ, ଐଶ୍ବର୍ଯ୍ୟା ଏବଂ ଆରାଧ୍ୟାଙ୍କୁ ମୁମ୍ବାଇ ଏୟାରପାର୍ଟରେ ଦେଖିବାକୁ ମିଳିଥିଲା ।