ETV Bharat / sitara

କୋଭିଡ -19 ପରେ ବିଶ୍ୱର ଏକ ବଡ ପରିବର୍ତ୍ତନକୁ ଦେଖିବା ପାଇଁ ଅପେକ୍ଷା : ଅଲି ଫଜଲ - big change in the world after covid-19: Ali Fazal

କୋଭିଡ -19 ଯୋଗୁଁ ସମଗ୍ର ବିଶ୍ବର ଲୋକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଅଭିନେତା ଅଲି ଫଜଲ କହିଛନ୍ତି ଯେ ଏହି ମହାମାରୀ ପରେ ବିଶ୍ୱରେ ଘଟିଥିବା ପରିବର୍ତ୍ତନକୁ ମୁଁ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛି । ଅଧିକ ପଢନ୍ତୁ...

Waiting to see a big change in the world after covid-19: Ali Fazal
କୋଭିଡ -19 ପରେ ବିଶ୍ୱର ଏକ ବଡ ପରିବର୍ତ୍ତନକୁ ଦେଖିବା ପାଇଁ ଅପେକ୍ଷା : ଅଲି ଫଜଲ
author img

By

Published : May 13, 2020, 8:03 AM IST

ମୁମ୍ବାଇ: ବଲିଉଡ ଅଭିନେତା ଅଲି ଫଜଲ କହିଛନ୍ତି ଯେ କୋଭିଡ -19 ପରେ ସମାଜ ଏପରି ପରିବର୍ତ୍ତନ ଆଣିବ ଯାହା ଆମେ ପୂର୍ବରୁ କେବେ ଦେଖି ନଥିବୁ । ଏହାସହ ବିଶ୍ୱ ସିନେମାର କାହାଣୀକାରମାନଙ୍କ ପାଇଁ ଏହା ଏକ ଆକର୍ଷଣୀୟର ସମୟ ହେବ ।

ଅଲି ଆଇ.ଏ.ଏନ.ଏସ କୁ କହିଛନ୍ତି ଯେ, ମୁଁ ଭାବୁଛି ଏହା ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ସମୟ, ଏହି ସମୟରେ ଅନେକ ଲେଖକ ସେମାନଙ୍କ ଘରେ ବସିଛନ୍ତି ଏବଂ ଏହି ସମୟରେ ସେମାନଙ୍କ ମନରେ ଅନେକ କାହାଣୀ ସୃଷ୍ଟି ହେଉଥିବ । ଏନେଇ ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ସିନେମା ଜଗତରେ ଅନେକ ରୋଚକ କାହାଣୀ ଦେଖିବାକୁ ମିଳିବ ।

Waiting to see a big change in the world after covid-19: Ali Fazal
କୋଭିଡ -19 ପରେ ବିଶ୍ୱର ଏକ ବଡ ପରିବର୍ତ୍ତନକୁ ଦେଖିବା ପାଇଁ ଅପେକ୍ଷା : ଅଲି ଫଜଲ

ଅତି ନିକଟରୁ ଦେଖିଲେ ଆମେ ଜାଣିପାରିବା ଯେ, ଗତ ବର୍ଷ ଡିସେମ୍ବର ଠାରୁ ଆମ ସମାଜରେ ରାଜନୈତିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ଅନେକ ଘଟଣା ଘଟିଛି । ସ୍ବାଧୀନତା ପରେ ଆମ ଦେଶ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରିଥିଲା । ବର୍ତ୍ତମାନ କୋଭିଡ -19 ପରେ, ଦୁନିଆରେ ଆଉ ଏକ ପରିବର୍ତ୍ତନ ଦେଖାଯିବ, ତେଣୁ ମୁଁ ଏହି ପରିବର୍ତ୍ତନ ଆସିବାକୁ ଅପେକ୍ଷା କରିଛି । ଏବଂ ଲୋକେ ଏହାକୁ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବା ପାଇଁ ମୁଁ ଉତ୍ସାହିତ।

ଅଲି ଆହୁରି କହିଛନ୍ତି ଯେ, ସିନେମା, ସାହିତ୍ୟ, ଫ୍ୟାଶନ, ପେଣ୍ଟିଂ ଇତ୍ୟାଦି ଏଗୁଡିକ ହେଉଛି ଏକ ମାଧ୍ୟମ ଯାହା ସମାଜକୁ ପ୍ରତିଫଳିତ କରେ । ଏହାସହ ସମାଜରେ ଯାହା ଘଟିଥାଏ ତାହା ସମାଜରେ ପ୍ରତିଫଳିତ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.