ETV Bharat / sitara

‘ଶିକାରା’ରେ କାଶ୍ମୀର ପଣ୍ଡିତଙ୍କ ଦୁଃଖ, ରିଲିଜ ହେଲା ଟ୍ରେଲର - ‘ଶିକାରା’ ରେ କଶ୍ମୀର ପଣ୍ଡିତଙ୍କ ଦୁଃଖଭରା କାହାଣୀ

ଫେବୃଆରୀ 7ରେ ରିଲିଜ ହେବାକୁ ପ୍ରସ୍ତୁତ ବିଧୁ ବିନୋଦ ଚୋପ୍ରାଙ୍କ ଅପକମିଂ ଫିଲ୍ମ ‘ଶିକାରା’ । କିଛି ଦିନ ପୂର୍ବରୁ ମେକର୍ସ ଫିଲ୍ମର ପୋଷ୍ଟର ଜାରି କରିଥିଲେ । ଆଉ ଏବେ ରିଲିଜ ହୋଇଯାଇଛି ଫିଲ୍ମର ଟ୍ରେଲର ।

_vidhu vinod chopra film shikara
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଧୁ ବିନୋଦ ଚୋପ୍ରା ଫ୍ୟାନକ୍ଲବ
author img

By

Published : Jan 7, 2020, 5:07 PM IST

ମୁମ୍ବାଇ: ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା ନିଜର ଆଗାମୀ ପ୍ରୋଜେକ୍ଟ ‘ଶିକାରା: ଏ ଲଭ ଲେଟର ଫର୍ମ କଶ୍ମୀର ପଣ୍ଡିତ’କୁ ନେଇ ଚର୍ଚ୍ଚାରେ । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ଜବରଦସ୍ତ ଟ୍ରେଲର । ଫିଲ୍ମର ଟ୍ରେଲର ସଙ୍ଗୀତ ଉସ୍ତାଦ ରହମାନଙ୍କ ଉପସ୍ଥିତିରେ ଲଞ୍ଚ କରାଯାଇଥିଲା ।

ଫିଲ୍ମର ଟ୍ରେଲର ଏକ ପ୍ରେମ ଯୋଡିଙ୍କ କବିତାରୁ ଆରମ୍ଭ ହେଉଛି । ଆଉ ଠିକ୍ ସେହି ସମୟରେ ସମ୍ନାରେ ଥିବା ଘର ନିଆଁରେ ଜଳୁଥିବାର ମଧ୍ୟ ନଜର ଆସୁଛି । ଫିଲ୍ମର କାହାଣୀ 1990ରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ଆଧାରିତ । କିପରି କଶ୍ମୀର ପଣ୍ତିତ ମୁସଲମାନଙ୍କୁ ଡରି ନିଜ ଭିଟାମାଟି ଛାଡି ଭାରତର ଅନ୍ୟ ରାଜ୍ୟକୁ ଚାଲିଆସୁଥିଲେ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଦିଲ ଖାନ ଓ ସାଦିୟା ।

ଏକ ସମୁଦାୟକୁ କାଶ୍ମୀରରୁ ବାହାର କରିଦିଆଯାଇଥିଲା । 30 ବର୍ଷ ବିତି ଗଲାଣି ହେଲେ ସେହି ସମୁଦାୟ ଏଯାବତ ନିଜ ଘରକୁ ଯାଇପାରୁନାହାଁନ୍ତି । କାଶ୍ମୀର ପଣ୍ଡିତଙ୍କ ଦୁଃଖକୁ ଫିଲ୍ମରେ ପର୍ଯ୍ୟବେଶିତ କରାଯାଇଛି । ଫିଲ୍ମର ଟ୍ରେଲର ଲୋମହର୍ଷଣକାରୀ ହୋଇଥିବାରୁ ଦର୍ଶକଙ୍କ ଆଖିରେ ଲୁହ ମଧ୍ୟ ଆସିପାରେ । ଆପଣ ମଧ୍ୟ ଦେଖନ୍ତୁ ଏହି ଦମଦାର ଟ୍ରେଲର...

  • " class="align-text-top noRightClick twitterSection" data="">

ଫିଲ୍ମଟି ଏବର୍ଷ ଫେବୃଆରୀ 7ରେ ରିଲିଜ ହେବାକୁ ଯାଉଛି । ଫକ୍ସ ଷ୍ଟାର ଷ୍ଟୁଡିଓ ଦ୍ବାରା ପ୍ରସ୍ତୁତ ଏହି ଫିଲ୍ମ ବିନୋଦ ଚୋପ୍ରା ପ୍ରଡକ୍ସନ ଦ୍ବାରା ନିର୍ମିତ ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.