ETV Bharat / sitara

'ଗ୍ୟାଙ୍ଗସ୍ ଅଫ୍ ୱାସେପୁର' ସେଟରୁ ଥ୍ରୋ ବ୍ୟାକ ଫଟୋ ସେୟାର କଲେ ବିକି - Vicky Kaushal reminisces assisting

ବିକି ଯେତେବେଳେ ଫ୍ରେମ୍ ବାହାରେ କାମ କରୁଥିଲେ ସେହି ସମୟକୁ ମନେ ପକାଇଛନ୍ତି । ଗୁରୁବାର ଦିନ ବିକି ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ କ୍ରାଇମ ଡ୍ରାମା 'ଗ୍ୟାଙ୍ଗସ୍ ଅଫ୍ ୱାସିପୁର'ର ସେଟରୁ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ କାଶ୍ୟପଙ୍କ ସହିତ ସହକାରୀ ଭାବରେ କାର୍ଯ୍ୟ କରିଥିଲେ । ଅଧିକ ପଢନ୍ତୁ...

Vicky Kaushal reminisces assisting Anurag Kashyap in 'Gangs of Wasseypur'
'ଗ୍ୟାଙ୍ଗସ୍ ଅଫ୍ ୱାସିପୁର' ସେଟରୁ ଥ୍ରୋ ବ୍ୟାକ ଫଟୋ ସେୟାର କଲେ ବିକି
author img

By

Published : Aug 14, 2020, 10:40 PM IST

ନୂଆଦିଲ୍ଲୀ: ଲକଡାଉନ ସମୟରେ ଅଭିନେତା ବିକି କୌଶଲ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି । ସେ ତାଙ୍କର ଥ୍ରୋ ବ୍ୟାକ୍ ଫଟୋ ସେୟାର କରି ପ୍ରଶଂସକମାନଙ୍କ ମନୋରଞ୍ଜନ କରିଥାନ୍ତି ।

ବିକି ଯେତେବେଳେ ଫ୍ରେମ୍ ବାହାରେ କାମ କରୁଥିଲେ ସେହି ସମୟକୁ ମନେ ପକାଇଛନ୍ତି ।

ଗୁରୁବାର ଦିନ ବିକି ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ କ୍ରାଇମ ଡ୍ରାମା 'ଗ୍ୟାଙ୍ଗସ୍ ଅଫ୍ ୱାସିପୁର'ର ସେଟରୁ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ କାଶ୍ୟପଙ୍କ ସହିତ ସହକାରୀ ଭାବରେ କାର୍ଯ୍ୟ କରିଥିଲେ ।

'ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍' ଅଭିନେତା ଇନଷ୍ଟାଗ୍ରାମରେ ଫିଲ୍ମର ସେଟରୁ ନିଜର ଏକ ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ ତାଙ୍କୁ ଏକ ସୀନର ସୁଟିଂ ପୂର୍ବରୁ କ୍ଲାପର୍ବୋର୍ଡ ଧରିଥିବା ବେଳେ ଦେଖିବାକୁ ମିଳିଥିଲା । ଅନ୍ୟ ଫଟୋରେ ବିକିଙ୍କୁ ଫିଲ୍ମର ଏକ ସୀନ ସୁଟିଂ କରାଯାଉଥିବା ବେଳେ କାନ୍ଥ ନିକଟରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି ।

ଫଟୋର କ୍ୟାପସନରେ ବିକି ଲେଖିଛନ୍ତି, ସିରକା 2010- ଯେତେବେଳେ ମୁଁ ଫ୍ରେମ୍ ବାହାରେ ଛିଡା ହୋଇଥିଲି ।

ବିକି ନିର୍ଦ୍ଦେଶକ ନୀରଜ ଘାୟନଙ୍କ 'ମସାନ'ରେ ଡେବ୍ୟୁ କରିବା ପୂର୍ବରୁ ଅନୁରାଗଙ୍କ'ଲଭ୍ ଶୁଭ୍ ଟି ଚିକେନ୍ ଖୁରାନା' ଏବଂ 'ବମ୍ବେ ଭେଲଭେଟ୍'ରେ ଅଭିନୟ କରିଥିଲେ ।

ବିକିଙ୍କୁ ଶେଷ ଥର ପାଇଁ କରଣ ଜୋହରଙ୍କ ଚଳଚ୍ଚିତ୍ର 'ଭୁତ- ପାର୍ଟ ୱାନ: ଦ ହଣ୍ଟେଡ ସିପ'ରେ ଦେଖିବାକୁ ମିଳିଥିଲା ।

ପରବର୍ତ୍ତୀ ସମୟରେ, ବିକି ଫିଲ୍ମ 'ସର୍ଦ୍ଦାର ଉଦମ୍' ରେ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.