ETV Bharat / sitara

ପୁଣି ପରଦାରେ ନିଆଁ ଲଗେଇବ ରାଗିଣୀ ଏମଏମଏସ

author img

By

Published : May 12, 2019, 1:31 AM IST

ଅନ୍ୟ ଏକ ସିରିଜ ନେଇ ଆସୁଛି ରାଗିଣୀ ଏମଏମଏସ । ଏଥିରେ ଦିବ୍ୟା ଅଗ୍ରୱାଲ ଓ ବରୁଣ ସୁଦଙ୍କୁ ମୁଖ୍ୟ ଭୁମିକାରେ ଦେଖିବାକୁ ମିଳିବ । ତେବେ ଏହା ଚତୁର୍ଥ ସିରିଜ ହେବ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଏକତା କପୁରଙ୍କ ସବୁ ସଫଳ ସିରିଜ ଭିତରୁ ଗୋଟେ ହେଲା ରାଗିଣୀ ଏମଏମଏସ । ଏଥିରେ ପ୍ରେମରସ ସହ କିଛି ହରର ଓ କିଛି କମେଡି ମଧ୍ୟ ଦେଖିବାକୁ ମିଳେ । ତେବେ ଅନ୍ୟ ଏକ ସିରିଜ ନେଇ ଆସୁଛି ରାଗିଣୀ ଏମଏମଏସ । ଏଥିରେ ଦିବ୍ୟା ଅଗ୍ରୱାଲ ଓ ବରୁଣ ସୁଦଙ୍କୁ ମୁଖ୍ୟ ଭୁମିକାରେ ଦେଖିବାକୁ ମିଳିବ ।

ପ୍ରଥମ ସିରିଜ 2011ରେ ରିଲିଜ ହୋଇଥିଲା । ଏଥିରେ ରାଜକୁମାର ରାଓ ଓ କୈନାଜ ମୋତିୱାଲାଙ୍କୁ ମୁଖ୍ୟ ଭୁମିକାରେ ଦେଖିବାକୁ ମିଳିଥିଲା । ଏହାପରେ 2014ରେ ସନ୍ନି ଲିଓନିଙ୍କୁ ରାଗିଣୀ ଭୁମିକାରେ ଦେଖିବାକୁ ମିଳିଥିଲା । ଏହା ସବୁଠୁ ବଡ ହିଟ ହୋଇଥିଲା । ଏହାପରେ 2017ରେ ଦିଲନାଜ ଇରାନୀଙ୍କୁ ନୂଆ ରାଗିଣୀ ଭୁମିକାରେ ଦେଖିବାକୁ ମିଳିଥିଲା । ତେବେ ଏହା ଚତୁର୍ଥ ସିରିଜ ହେବ । ଏହାକୁ ପ୍ରଯୋଜନା କରିବ ଏକତା କପୁରଙ୍କ ଅର୍ଲ୍ଟ ବାଲାଜୀ ।

ତେବେ ନିଜେ ଏକତା ନିଜ ଟ୍ବିଟରରେ ରାଗିଣୀ ଏମଏମଏସ ରିଟର୍ଣ୍ଣ-2ର ଟିଜର ସେୟାର କରିଛନ୍ତି । ଏଥିରେ ରାଜକୁମାର ରାଓ, ସନ୍ନି ଲିଓନି,ଦିଲନାଜ ଇରାନୀଙ୍କ ଝଲକ ଥିବା ସହ ଦିବ୍ୟା ଓ ବରୁଣ ସୁଦଙ୍କ ହଟ ରୋମାନ୍ସ ଦେଖିବାକୁ ମିଳିଛି ।

ତେବେ ବରୁଣ ଓ ଦିବ୍ୟାଙ୍କୁ ଟେଲିଭିଜନ ଶୋ ସ୍ପିଲ୍ଟସଭିଲା ଓ ରୋଡିଜରେ ଦେଖିବାକୁ ମିଳିଥିଲା କିନ୍ତୁ ଏକ ଅଫ ସ୍ପେଶରେ ପରସ୍ପରକୁ ଭଲପାଆନ୍ତି ବୋଲି ସ୍ବୀକାର କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.