ETV Bharat / sitara

ସୁଶାନ୍ତଙ୍କ ସ୍ମୃତିରେ ଖାସ୍ କାମ କରିବାକୁ ଚାହୁଁଛନ୍ତି ଅଙ୍କିତା

ବର୍ତ୍ତମାନ ଚର୍ଚ୍ଚାରେ ଅଙ୍କିତା ଲୋଖଣ୍ଡେ। ସେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ତାଙ୍କ ଫେମସ ଧାରାବାହିକ ‘ପବିତ୍ର ରିସ୍ତା’ର ସିକ୍ବେଲ କରିବାକୁ ଚାହୁଁଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Jul 18, 2020, 7:41 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ତାଙ୍କ ଏକ୍ସଗାର୍ଲଫ୍ରେଣ୍ଡ ତଥା ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏଯାବତ ଦୁଃଖି । ହୁଏତଃ ସୁଶାନ୍ତଙ୍କ ସହ ତାଙ୍କ ବ୍ରେକଅପ ହୋଇଯାଇଥିଲା କିନ୍ତୁ ଆଜି ବି ସେ ସୋସିଆଲ ମିଡିଆରେ ତାଙ୍କ ପାଇଁ ଇମୋଶନା ପୋଷ୍ଟ କରି ନିଜ ପ୍ରେମ ପ୍ରକାଶ କରୁଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ ଅଙ୍କିତା ତାଙ୍କ ସ୍ମୃତିରେ କିଛି ଖାସ୍ କରିବାକୁ ସ୍ଥିର କରିଛନ୍ତି। ସେ ଚାହୁଁଛନ୍ତି ଦୁଇଜଣଙ୍କ ପ୍ରଥମ ଧାରାବାହିକ ‘ପବିତ୍ର ରିସ୍ତା’ର ସିକ୍ବେଲ ନିର୍ମାଣ ହେଉ ବୋଲି।

ଯାହା ପାଇଁ ସେ ନିର୍ମାତା ଏକତା କପୁରଙ୍କ ସହ କଥାବାର୍ତ୍ତା ମଧ୍ୟ କରିଛନ୍ତି। ଏହି ଧାରାବାହିକରୁ ଘରେ ଘରେ ଲୋକପ୍ରିୟ ହୋଇଥିଲେ ସୁଶାନ୍ତ। ସିରିୟରରେ ତାଙ୍କ ଭୂମିକା ମାନବକୁ ଏଯାବତ କେହି ଭୁଲି ପାରିନାହାଁନ୍ତି।

ପ୍ରକାଶ ଥାଉକି ଅଙ୍କିତା ଏହାର ସିକ୍ବେଲ ଜରିଆରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଚାହୁଁଛନ୍ତି । ଖାଲି ଏତିକି ନୁହେଁ ଶୁଣିବାକୁ ମିଳୁଛି ଯେ ଏକତାଙ୍କୁ ମଧ୍ୟ ଅଙ୍କିତାଙ୍କ ଏହି ଆଇଡିଆ ପସନ୍ଦ ଆସିଛି । ସେହିପରି ଏକତା ମଧ୍ୟ ସୁଶାନ୍ତଙ୍କ ସ୍ମୃତିରେ ନିକଟରେ ‘ପବିତ୍ର ରିସ୍ତା’ ଫଣ୍ଡର ଘୋଷଣା କରିଥିଲେ । ଯେଉଁଥିରେ ମାନସିକ ବିକାରଗ୍ରସ୍ତଙ୍କୁ ସଚେତନତା କରାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.