ମୁମ୍ବାଇ: ଉତ୍ତରପ୍ରଦେଶ ହାଥରସ ଦୁଷ୍କର୍ମ ଘଟଣାରେ ନୂଆ ଡ୍ରାମ ବର୍ତ୍ତମାନ ଦେଖିବାକୁ ମିଳୁଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ଠାକୁର ଆଶ୍ଚର୍ଯ୍ୟକର ବୟାନ ସାମ୍ନାକୁ ଆସିଛି । ଯାହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତକାର ଜାଭେଦ ଅଖତର । ସନ୍ଦୀପ ସହ ପୀଡିତାଙ୍କ ପରିବାରର ସମ୍ପର୍କ ଥିବା କଥା ମଧ୍ୟ ୟୁପି ପୋଲିସ ତଦନ୍ତରେ ଜଣାପଡିଛି । ଏହାସହ ଅଭିଯୁକ୍ତ ପୀଡିତାଙ୍କ ପରିବାର ଉପରେ ସାଙ୍ଘାତିକ ଅଭିଯୋଗ ଲଗାଇ କହିଛି ଯେ ପୀଡିତାଙ୍କୁ ତାଙ୍କୁ ମା' ଓ ଭାଇ ହତ୍ୟା କରିଛନ୍ତି । ଆଉ ତାଙ୍କୁ ଖୁବ୍ ଟର୍ଚର ମଧ୍ୟ କରାଯାଇଥିଲା ।
ଅଭିଯୁକ୍ତର ଏହି ବୟାନ ଉପରେ କ୍ରୋଧିତ ହୋଇ ଜାଭେଦ ଜବାବରେ ଲେଖିଛନ୍ତି, ‘ହାଥରସ ଅଭିଯୁକ୍ତ କହୁଛି ଝିଅଙ୍କୁ ତାଙ୍କ ମା' ଓ ଭାଇ ହତ୍ୟା କରିଛନ୍ତି । ସେ କିପରି ଏକଥା ଜାଣିଲା । କଣ ସେ ଝିଅ ଉପରେ ଟର୍ଚର ହେଲା ବେଳେ ଦେଖିଥିଲା । ଯଦି ଦେଖିଥିଲା ତେବେ ପୋଲିସକୁ କାହିଁକି ଜଣାଇଲା ନାହିଁ । କେହି ମୁର୍ଖ ଏପରି କଥା ଉପରେ ବିଶ୍ବାସ କରିବ ।’
-
The Hathras accused is now claiming that the girl was tortured n killed by her own mother n brother How does he know Did he see them killing her If he did why didn’t he report it to the police Only a total bigot who is a total idiot too can give any credence to this claim
— Javed Akhtar (@Javedakhtarjadu) October 9, 2020 " class="align-text-top noRightClick twitterSection" data="
">The Hathras accused is now claiming that the girl was tortured n killed by her own mother n brother How does he know Did he see them killing her If he did why didn’t he report it to the police Only a total bigot who is a total idiot too can give any credence to this claim
— Javed Akhtar (@Javedakhtarjadu) October 9, 2020The Hathras accused is now claiming that the girl was tortured n killed by her own mother n brother How does he know Did he see them killing her If he did why didn’t he report it to the police Only a total bigot who is a total idiot too can give any credence to this claim
— Javed Akhtar (@Javedakhtarjadu) October 9, 2020
ପ୍ରକାଶ ଥାଉକି ଜାଭେଦ ଦେଶର ସବୁ ପ୍ରସଙ୍ଗ ଉପରେ ନିଜ ପ୍ରତିକ୍ରିୟା ଦେବାକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେ ଅନେକଥର ନିଜ ବୟାନ ପାଇଁ ବିବାଦରେ ମଧ୍ୟ ଆସିସାରିଲେଣି ।