ETV Bharat / sitara

ଲକଡାଉନ ଘୋଷଣା: ୟୁଜରଙ୍କୁ ମୁର୍ଖ କହିଲେ ଋଷି

ପୁଣି ନିଜ କଡା ଜବାବରେ ସୋସିଆଲ ମିଡିଆର ଜଣେ ୟୁଜର ମୁହଁ ବନ୍ଦ କରିଦେଇଛନ୍ତି ଋଷି କପୁର । ଦେଶ ଲକଡାଉନକୁ ନେଇ ପ୍ରଶ୍ନ କରିଥିଲା ୟୁଜର।

rishi kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଋଷି କପୁର
author img

By

Published : Mar 25, 2020, 12:05 PM IST

ମୁମ୍ବାଇ: ପିଏମ ମୋଦିଙ୍କ ଲକଡାଉନ ଘୋଷଣା ପରେ ବଲିଉଡ ସେଲିବ୍ରିଟି ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଘରେ ରହିବା ଅପିଲ କରିବା ସହ ମୋଦିଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବାକୁ କହିଛନ୍ତି । ଆଉ ନିଜ ନିଜ ଘରେ ସମୟ ବିତାଉଛନ୍ତି ଏହି ଷ୍ଟାର୍ସ । ଆଜିଠୁ ଏପ୍ରିଲ 15 ପର୍ଯ୍ୟନ୍ତ ପୁରା ଦେଶ ଲକଡାଉନ ରହିବ । ଏହି ନିଷ୍ପତ୍ତିକୁ ସ୍ବାଗତ କରି ବିଶିଷ୍ଟ ଅଭିନେତା ଋଷି କପୁର ମଧ୍ୟ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଅପିଲ କରିଥିଲେ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଋଷି କପୁର

ସେ ଟ୍ବିଟ କରି ଫ୍ୟାନ୍ସଙ୍କୁ ଘରେ ସୁରକ୍ଷିତ ରହିବାକୁ କହିଥିଲେ । ଇତିମଧ୍ୟରେ ଜଣେ ସୋସିଆଲ ମିଡିଆ ୟୁଜର ତାଙ୍କୁ ଏମିତି ପ୍ରଶ୍ନ ପଚାରିଦେଇଛନ୍ତି । ଯାହାକୁ ନେଇ ଋଷିଙ୍କ ରାଗ ନକହିଲେ ସରେ । ସେ କଡା ଜବାବ ମଧ୍ୟ ଦେଇଛନ୍ତି । ସେହି ୟୁଜର 21 ଦିନର ଲକାଉଡନ ଘୋଷଣା ପରେ ଋଷିଙ୍କୁ ପ୍ରଶ୍ନ କରିଥିଲେ ଯେ ମଦର କୋଟା ଫୁଲ ଅଛି ନା ଚିଣ୍ଟୁ ଚାଚା । ଏହାର ଜବାବରେ ଋଷି ଲେଖିଛନ୍ତି, ‘ଦେଖନ୍ତୁ, ଆଉ ଜଣେ ମୁର୍ଖଙ୍କୁ।’

ପ୍ରକାଶ ଥାଉକି ଋଷି ମୋଦିଙ୍କ ଘୋଷଣାର ସମର୍ଥନ କରି ଲେଖିଥିଲେ, ‘ଜଣଙ୍କ ପାଇଁ ସମସ୍ତେ, ସମସ୍ତଙ୍କ ପାଇଁ ଜଣେ । ଆମକୁ ତାହା କରିବା ଦରକାର ବର୍ତ୍ତମାନ ଯାହା କରିବା କଥା । ଆମ ପାଖରେ ଅନ୍ୟ ବିକଳ୍ପ କିଛି ନାହିଁ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.