ETV Bharat / sitara

ଲକଡାଉନ ଡାଏରୀ : ବୋଲ୍ଡ ଫଟୋ ସେୟାର କଲେ ଉର୍ବଶୀ

author img

By

Published : Apr 14, 2020, 11:06 PM IST

ବଲିଉଡର ଦିବା ତଥା ଅଭିନେତ୍ରୀ ଉର୍ବଶୀ ରାଉତେଲା ଇନଷ୍ଟାଗ୍ରାମରେ ତାଙ୍କର ଏକ ନୂଆ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଲେସରେ ସଜ୍ଜିତ ଏକ ଧଳା ପ୍ୟାାଣ୍ଟ ଏବଂ ଧଳା ସାର୍ଟରେ ନଜର ଆସିଛନ୍ତି । ଉର୍ବଶୀଙ୍କର ଏହି ହଟ୍‌ ଫଟୋ ଲୋକମାନଙ୍କୁ ଦିଓ୍ବାନା କରୁଛି । ଆହୁରି ପଢନ୍ତୁ...

urvashi rautela in lacy corset is a magnetic being of frequency
ଲକଡାଉନ ଡାଏରୀ : ବୋଲ୍ଡ ଫଟୋ ସେୟାର କଲେ ଉର୍ବଶୀ

ମୁମ୍ବାଇ: ବଲିଉଡର ଦିବା ତଥା ଅଭିନେତ୍ରୀ ଉର୍ବଶୀ ରାଉତେଲା ଇନଷ୍ଟାଗ୍ରାମରେ ନିଜର ଏକ ନୂଆ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଲେସରେ ସଜ୍ଜିତ ଏକ ଧଳା ପ୍ୟାାଣ୍ଟ ଏବଂ ଧଳା ସାର୍ଟରେ ନଜର ଆସିଛନ୍ତି । ଏହି ଫଟୋ ତାଙ୍କ ବାଲକୋନିରେ ନିଆଯାଇଛି । ଉର୍ବଶୀଙ୍କ ଏହି ହଟ୍‌ ଫଟୋ ଲୋକମାନଙ୍କୁ ଦିଓ୍ବାନା କରୁଛି ।

ଏହି ଫଟୋରେ ଉର୍ବଶୀ କ୍ୟାପସନରେ ଲେଖିଛନ୍ତି ଯେ, ମୁଁ ଏକ ଚୁମ୍ବକ ସଦୃଶ, ମୁଁ ସମସ୍ତକୁ ନିଜ ଆଡକୁ ଆକର୍ଷିତ କରେ । ଉର୍ବଶୀଙ୍କ ଏହି ଫଟୋ ତାଙ୍କ ପ୍ରଶଂସକମାନଙ୍କୁ ବହୁତ ପସନ୍ଦ ଆସୁଛି ।

ଏହା ବ୍ୟତୀତ ଉର୍ବଶୀ ନିକଟରେ କଳା ସୁଇମିଙ୍ଗ ସୁଟରେ ତାଙ୍କର ଏକ ଫଟୋ ସେୟାର କରିଥିଲେ ଏବଂ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ସେ ପୁଲରେ ଗାଧୋଉଥିବାର ନଜର ଆସୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.