ETV Bharat / sitara

କାଶ୍ମୀର ପରିସ୍ଥିତି ନେଇ ମୁହଁ ଖୋଲିଲେ ଉର୍ମିଳା

ପ୍ରାୟ 22 ଦିନ ହେବ ପରିବାର ସହ ଯୋଗାଯୋଗ କରିପାରିନାହାଁନ୍ତି ଉର୍ମିଳା । କାଶ୍ମୀର ସମସ୍ୟାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 31, 2019, 11:51 AM IST

ହାଇଦ୍ରାବାଦ: ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକର କାଶ୍ମୀର ପରିସ୍ଥିତି ନେଇ ମୁହଁ ଖୋଲିଛନ୍ତି । ଗତ 22 ଦିନ ହେବ ପତି କିମ୍ବା ପରିବାର ଲୋକଙ୍କ ସହ କଥା ହୋଇ ପାରିନାହାଁନ୍ତି ବୋଲି କହିଛନ୍ତି ।

ଆର୍ଟିକିଲ-370 ପୁର୍ନଗଠନ ଭୁଲ ନୁହେଁ ମାତ୍ର ଯେଉଁ ଭାବରେ କରାଗଲା ତାହା ଭୁଲ ବୋଲି କହିଛନ୍ତି କଂଗ୍ରେସ ନେତ୍ରୀ । ଉର୍ମିଳାଙ୍କ ପରିବାର କାଶ୍ମୀରରେ ରହୁଛନ୍ତି ।ଏହା ଯୋଗୁଁ ସେ ପରିବାର ସହ କୌଣସି ପ୍ରକାର ଯୋଗାଯୋଗ କରି ପାରିନଥିବା କହିଛନ୍ତି ।

ତେବେ ନିକଟରେ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ଆର୍ଟିକିଲ-370ର ପୁର୍ନଗଠନ ବିଲ ଆଗତ କରିଥିଲେ । ଏହାକୁ ଗ୍ରହଣ କରାଯାଇ କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.