ETV Bharat / sitara

ପିଏମ ମୋଦିଙ୍କ ଧ୍ୟାନମୁଦ୍ରାର ମଜାକ ଉଡାଇଲେ ଟ୍ବିଙ୍କଲ

ସୋସିଆଲ ମିଡିଆରେ ମୋଦିଙ୍କ ମଜାକ ଉଡାଇଲେ ଅକ୍ଷୟଙ୍କ ପତ୍ନୀ ଟ୍ବିଙ୍କଲ ଖାନ୍ନା । ଫଟୋ ସେୟାର କରି ମୋଦିଙ୍କୁ ଅବିକଳ କଲେ ଟ୍ବିଙ୍କଲ ।

author img

By

Published : May 20, 2019, 10:32 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଟ୍ବିଙ୍କଲ ଖାନ୍ନା

ମୁମ୍ବାଇ: ଖିଲାଡୀଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନା ନିଜ ବିବାଦୀୟ ବିଚାର ଏବଂ ବୟାନ ପାଇଁ ଜଣାଶୁଣା । ଯେଉଁଠାରେ ତାଙ୍କ ସ୍ବାମୀ ଅକ୍ଷୟ କୁମାର ପିଏମ ନରେନ୍ଦ୍ର ମୋଦିଙ୍କୁ ସପୋର୍ଟ କରୁଛନ୍ତି । ସେହିଠାରେ ପିଏମ ମୋଦିକୁ ନେଇ ମଧ୍ୟ ଟ୍ବିଙ୍କଲ ମଜାକ କରୁଥିବାର ନଜର ଆସିଥାଆନ୍ତି । ଏବେ ସେ ପୁଣି ଥିରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।

ସେ ଟ୍ବିଟର ଆକାଉଣ୍ଟରେ ମୋଦିଙ୍କ ଧ୍ୟାନ ମୁଦ୍ରାର ଫଟୋ ସେୟାର କରିଛନ୍ତି । ଏହାସହ ସେ ଏକ ନୋଟ ମଧ୍ୟ ଲେଖିଛନ୍ତି । ଯେଉଁଥିରୁ ସ୍ପଷ୍ଟ ରୂପେ ଜଣାପଡୁଛି ଯେ ସେ ପିଏମ ମୋଦିଙ୍କ କେଦାରନାଥର ସାଧନାକୁ ନେଇ ମଜାକ ଉଡାଇଛନ୍ତି ।

ସେ ଫଟୋ ସେୟାର କରି ଲେଖିଛନ୍ତି, "ଗତ କିଛି ଦିନରୁ ଆଧ୍ୟାତ୍ମିକ ଇମେଜେସ ଦେଖିବା ପରେ ଏବେ ମେଡିଟେଶନ ଫଟୋଗ୍ରାଫି ଏବଂ ଆଙ୍ଗେଲ୍ସ ଉପରେ ୱାର୍କସପ ଆରମ୍ଭ କରିବାକୁ ଯାଉଛି । ମୋତେ ଲାଗୁଛି ଯେ ୱେଡିଂ ଫଟୋଗ୍ରାଫି ପରେ ଏବେ ଏହା ବଡ କାର୍ଯ୍ୟ ହେବାକୁ ଯାଉଛି । "

ଟ୍ବିଙ୍କଲଙ୍କ ଏହି ପୋଷ୍ଟ ପରେ ଅନେକ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି । ୟୁଜର୍ସ ଲେଖିଛନ୍ତି ଟ୍ବିଙ୍କଲଙ୍କୁ ଏପରି ପିଏମ ମୋଦିଙ୍କ ମଜାକ ଉଡାଇବା କଥା ନୁହେଁ ।

Intro:Body:

GFgf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.