ETV Bharat / sitara

ବିଗବସ 14: ପ୍ରତିଯୋଗୀ ରୁବିନାଙ୍କ ସମର୍ଥନରେ ସିଦ୍ଧାର୍ଥ

author img

By

Published : Nov 6, 2020, 10:44 AM IST

ଭାଇରାଲ ହେଲା ‘ବିଗବସ’ ଏକ୍ସ ପ୍ରତିଯୋଗୀ ସିଦ୍ଧାର୍ଥଙ୍କ ଏକ ଟ୍ବିଟ । ‘ବିଗବସ 14’ ପ୍ରତିଯୋଗୀ ରୁବିନାଙ୍କ ପକ୍ଷରେ କଲେ ଟ୍ବିଟ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସିଦ୍ଧାର୍ଥ ଶୁକ୍ଲା

ମୁମ୍ବାଇ: ଟିଭିର ରିୟାଲିଟି ଶୋ ‘ବିଗବସ 13’ ବିଜେତା ସିଦ୍ଧାର୍ଥ ଶୁକ୍ଲା ସୋସିଆଲ ମିଡିଆରେ ବହୁତ କମ୍ ଆକ୍ଟିଭ ରୁହନ୍ତି । ହେଲେ ତାଙ୍କ ଫ୍ୟାନ ଫଲୋୱିଂ ଆକାଶ ଛୁଆଁ । ନିକଟରେ ସେ ‘ବିଗବସ 14’ରେ ତୁଫାନି ସିନିୟର ରୂପେ ନଜର ଆସିଥିଲେ । ଇତିମଧ୍ୟରେ ସେ ‘ବିଗବସ 14’କୁ ନେଇ ଏକ ଟ୍ବିଟ କରିଛନ୍ତି । ତାଙ୍କ ଏହି ଟ୍ବିଟରୁ ଲାଗୁଛି ସେ ପ୍ରତିଯୋଗୀ ତଥା ଅଭିନେତ୍ରୀ ରୁବିନା ଦୈଲକଙ୍କ ପକ୍ଷରେ କରିଛନ୍ତି । ଯାହାର ଚର୍ଚ୍ଚା ବର୍ତ୍ତମାନ ଖୁବ୍ ହେଉଛି ।

ଗୁରୁବାର ଏପିସୋଡକୁ ଆଧାର କରି ସିଦ୍ଧାର୍ଥ ଟ୍ବିଟରେ ଲେଖିଛନ୍ତି, ‘ମୁଁ ଏଥିରେ ପଶିବାକୁ ଚାହୁଁନାହିଁ । ପ୍ରଥମ କଥା, ତୁମର ମନ ଖୋଲ, ଏହି ଟାସ୍କ କେବଳ ଝିଅଙ୍କ ମଧ୍ୟରେ ଯିଏ ଏହା ମଧ୍ୟରେ କହୁଛି ସେ ଟାସ୍କର ଅଂଶ ନୁହେଁ । ଯଦି ତୁମେ ଏହା ବୁଝିପାରୁନ ତେବେ କୌଣସି କଥା ନାହିଁ । ତୁମକୁ ଶୁଭେଚ୍ଛା ।’

  • Didn’t want 2 get in2 this bt ... 1 try to open ur mind ... that task ws only btw d girls of d house & d person who intervened was not a part of d task at any point &this 1 was for d entire house ... get d difference ... & even if u don’t best wishes 2 u & d one you supporting😊

    — Sidharth Shukla (@sidharth_shukla) November 5, 2020 " class="align-text-top noRightClick twitterSection" data=" ">

ରୁବିନାଙ୍କ ପକ୍ଷ ରଖି ସିଦ୍ଧାର୍ଥ ଏହି କଥା କହିଛନ୍ତି । ବର୍ତ୍ତମାନ ତାଙ୍କର ଏହି ଟ୍ବିଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ପ୍ରକାଶ ଥାଉକି ନିକଟରେ ଚର୍ଚ୍ଚା ଜୋର ଧରିଥିଲା ଯେ ମାତ୍ର ଦୁଇ ସପ୍ତାହ ପାଇଁ ‘ବିଗବସ 14’ ହାଉସରେ ସାମିଲ ହେବାକୁ ସିଦ୍ଧାର୍ଥ 12 କୋଟି ଟଙ୍କା ଫିସ୍ ମିଳିଥିଲା ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.