ETV Bharat / sitara

ସୋସିଆଲ ମିଡ଼ିଆରୁ ବ୍ରେକ ନେଲେ ଅର୍ଜୁନ, ପୋଷ୍ଟ କରି ଦେଲେ ସୂଚନା

author img

By

Published : Oct 18, 2021, 6:22 PM IST

ସୋସିଆଲ ମିଡ଼ିଆରୁ କିଛି ଦିନ ପାଇଁ ବ୍ରେକ ନେଇଛନ୍ତି ବଲିଉଡ଼ ଷ୍ଟାର ଅର୍ଜୁନ କପୁର । ଜାଣନ୍ତୁ କାହିଁକି...

ସୋସିଆଲ ମିଡ଼ିଆରୁ ବ୍ରେକ ନେଲେ ଅର୍ଜୁନ, ପୋଷ୍ଟ କରି ଦେଲେ ସୂଚନା
ସୋସିଆଲ ମିଡ଼ିଆରୁ ବ୍ରେକ ନେଲେ ଅର୍ଜୁନ, ପୋଷ୍ଟ କରି ଦେଲେ ସୂଚନା

ମୁମ୍ବାଇ: ସୋସିଆଲ ମିଡ଼ିଆରୁ କିଛି ସମୟ ପାଇଁ ବ୍ରେକ ନେଇଛନ୍ତି ବଲିଉଡ଼ ଷ୍ଟାର ଅର୍ଜୁନ କପୁର । ଏ ନେଇ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ସୂଚନା ଦେଇଛନ୍ତି । 'Time to disappear' ବା ସମୟ ଆସିଛି ଅଦୃଶ୍ୟ ବା ଅନ୍ତର୍ଦ୍ଧାନ ହୋଇଯିବାର ବୋଲି ସେ ନିଜ ଷ୍ଟୋରୀରେ ଲେଖି ସୋମବାର ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ସେ ସାମାଜିକ ଗଣମାଧ୍ୟମରୁ କିଛି ସମୟ ପାଇଁ ବିରତି ନେଇ ନିଜ ଆଗାମୀ ଫିଲ୍ମ 'Ek Villain Returns'ର ସୁଟିଂରେ ସମସ୍ତ ଧ୍ୟାନ ଦେବାକୁ ଚାହୁଁଛନ୍ତି । ସେ ବର୍ତ୍ତମାନ ଏହି ଫିଲ୍ମର କିଛି ଗୁରୁତ୍ବପୂର୍ଣ୍ଣ ପାର୍ଟର ସୁଟିଂ କରୁଛନ୍ତି । ଏହି ସୁଟିଂରେ ସେ ସମସ୍ତ ଧ୍ୟାନ ଦେବାକୁ ଚାହୁଁଛନ୍ତି । ଏଣୁ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ସେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିବେ ନାହିଁ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

୨୦୧୪ରେ ରିଲିଜ ହୋଇଥିବା ବଲିଉଡ ହିଟ ଫିଲ୍ମର ଦ୍ବିତୀୟ ଭାଗ ହେଉଛି 'ଏକ ଭିଲେନ ରିଟର୍ଣ୍ଣସ' । ପୂର୍ବ ଭାଗରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ସୁନ୍ଦରୀ ଶ୍ରଦ୍ଧା କପୁର ଓ ରିତେଶ ଦେଶମୁଖ ନଜର ଆସିଥିଲେ । ଫିଲ୍ମଟି ଦର୍ଶକଙ୍କ ମହଲରେ ଖୁବ ଗ୍ରହଣୀୟ ହୋଇଥିଲା । ଏହାକୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ଏହାର ଦ୍ବିତୀୟ ଭାଗରେ ଜନ ଆବ୍ରାହାମଙ୍କ ସମେତ ହଟି ଦୀଶା ପଟାନୀ ଓ ତାରା ସୁତାରିଆ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.