ETV Bharat / sitara

ସୁପର ଟିଚରଙ୍କ ପାଇଁ ଟାଇଗରଙ୍କ ଇମୋସନାଲ ପୋଷ୍ଟ - super teacher

#Bottlecap ଚ୍ୟାଲେଞ୍ଜ ପରେ ‘ସୁପର ଟିଚର’ଟ୍ରେଣ୍ଡକୁ ଆଗକୁ ନେଇଛନ୍ତି ଅଭିନେତା ଟାଇଗର ସର୍ଫ । ଡ୍ୟାନ୍ସ ଗୁରୁ ପରେଶଙ୍କ ପାଇଁ ସୋସିଆଲ ମିଡିଆରେ କରିଛନ୍ତି ଇମୋସନାଲ ପୋଷ୍ଟ ।

ଫଟୋ ସୌଜନ୍ୟ: ଏ ଏନ ଆଇ
author img

By

Published : Jul 7, 2019, 5:13 AM IST

ହାଇଦ୍ରାବାଦ: ‘ସୁପର ଟିଚର’ ଟ୍ରେଣ୍ଡକୁ ଫଲୋ କରିଛନ୍ତି ବାଗି ଷ୍ଟାର ଟାଇଗର ସର୍ଫ । ନିଜ ଡ୍ୟାନସିଂ ଗୁରୁ ପରେଶଙ୍କ ପାଇଁ ସୋସିଆଲ ମିଡିଆରେ କରିଛନ୍ତି ଇମସୋନାଲ ପୋଷ୍ଟ । ପରେଶ ସାରଙ୍କୁ ଗୁରୁ ଭାବରେ ପାଇ ନିଜକୁ ଗର୍ବିତ ମନେ କରୁଛନ୍ତି ବୋଲି କହିଛନ୍ତି ଟାଇଗର ।

dance guru
ଫଟୋ ସୌଜନ୍ୟ: ଏ ଏନ ଆଇ
ସୋସିଆଲ ମିଡିଆରେ ‘ସୁପର ଟିଚର’ ଟ୍ରେଣ୍ଡ ଆଣିଛନ୍ତି ହ୍ରିତିକ ରୋଶନ । ହ୍ରିତିକଙ୍କୁ ଫଲୋ କରିଛନ୍ତି ଟାଇଗର ସର୍ଫ । ଖୁବ ଶୀଘ୍ର ହ୍ରିତିକଙ୍କ ସହ ମଧ୍ୟ ନଜର ଆସିବେ ବାଗି ଷ୍ଟାର । ହ୍ରିତିକଙ୍କୁ ମଧ୍ୟ ନିଜ ପ୍ରେରଣା ବୋଲି ଭାବନ୍ତି ଟାଇଗର । ପ୍ରଥମ ଥର ପାଇଁ ଏକ ଫିଲ୍ମରେ ହ୍ରିତିକଙ୍କ ସହ ଖୁବ ଶୀଘ୍ର ନଜର ଆସିବେ ଟାଇଗର ।

ତେବେ ‘ସୁପର ଟିଚର’ ଟ୍ରେଣ୍ଡ ପୂର୍ବରୁ #Bottlecap ଚ୍ୟାଲେଞ୍ଜ ପୁରା କରିଥିଲେ ଟାଇଗର ସର୍ଫ । ଆଖିରେ ପଟି ବାନ୍ଧି ଗୋଡ ସାହାର୍ଯ୍ୟରେ ବୋତଲର କ୍ୟାପକୁ ଖୋଲିଥିଲେ । ବଲିଉଡରେ ପ୍ରଥମେ ଅକ୍ଷୟ କୁମାର ଏହି ଟ୍ରେଣ୍ଡ ଆରମ୍ଭ କରିଥିଲେ ।

Intro:

Body:THE way around town that a long term disabilitytesting 10 0ct 2018

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.