ETV Bharat / sitara

ଏଥର ଫିଲ୍ମ ଫ୍ରାଇଡେରେ ଧମାକାଦାର ଲଢେଇ

author img

By

Published : Sep 17, 2019, 2:16 PM IST

ଆସନ୍ତା ଶୁକ୍ରବାର ତିନୋଟି ଫିଲ୍ମର ହେବ ବକ୍ସ ଅଫିସ ଲଢେଇ । ସୁପରଷ୍ଟାରଙ୍କ ସହ ନୂଆ ଡେବ୍ୟୁ ଫିଲ୍ମ ଫ୍ରାଇଡେରେ ଦେଖିବାକୁ ମିଳିବ।

ଡିଜାଇନ ଫଟୋ

ହାଇଦ୍ରାବାଦ: ବଲିଉଡ ଫିଲ୍ମ ମଧ୍ୟରେ ସର୍ବଦା ବକ୍ସ ଅଫିସ ଲଢେଇ ହୋଇଥାଏ । ନିର୍ମାତା ନିଜ ଫିଲ୍ମକୁ ରିଲିଜ କରିବା ପାଇଁ କିଛି ଖାସ୍ ତାରିଖକୁ ବାଛି ରଖିଥାନ୍ତି ଓ ମୁଖ୍ୟତଃ ଶୁକ୍ରବାର କୌଣସି ନା କୌଣସି ଫିଲ୍ମ ରିଲିଜ ହୋଇଥାଏ । ବକ୍ସ ଅଫିସରେ ପ୍ରଥମ ଦିନ ବେଳେ ବେଳେ ଏକ ରୁ ଅଧିକ ଫିଲ୍ମ ରିଲିଜ ହୋଇଥାଏ । ଫଳରେ ବ୍ୟବସାୟ ପାଇଁ ଲଢେଇ ଚାଲେ ।

ଆସନ୍ତା ଫିଲ୍ମ ଫ୍ରାଇଡେରେ ଏକ ନୁହେଁ ବରଂ ତିନୋଟି ଫିଲ୍ମ ରିଲିଜ ହୋଇଛି । 20 ସେପ୍ଟେମ୍ବରରେ ସୋନମ କପୁରଙ୍କ ‘ଦି ଜୋୟା ଫ୍ୟାକ୍ଟର’, ସଞ୍ଜୟ ଦତ୍ତଙ୍କ ‘ପ୍ରସ୍ଥାନମ’ ଓ ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ‘ପଲ୍ ପଲ୍ ଦିଲ୍ କି ପାସ୍’ ରିଲିଜ ହୋଇଛି ।

ବକ୍ସ ଅଫିସରେ ‘ପ୍ରସ୍ଥାନମ’ ଦବଦବା ସାମାନ୍ୟ ଅଧିକ ରହିପାରେ ବୋଲି ଆଶା କରାଯାଉଛି । ଯେହେତୁ ସଞ୍ଜୟ ଦତ୍ତ ଜଣେ ପପୁଲାର ଷ୍ଟାର ଓ ତାଙ୍କ ଅଭିନୟର ସମସ୍ତେ ଫ୍ୟାନ । ଅନ୍ୟପକ୍ଷେ ‘ଜୋୟା ଫ୍ୟାକ୍ଟର’ ରେ କମେଡିର ତଡକା ସହ ଭରପୂର ମନୋରଞ୍ଜନ ଦେଖିବାକୁ ମିଳିବ । ସେହିପରି ‘ପଲ୍ ପଲ୍ ଦିଲ୍ କେ ପାସ୍’ରେ କରନ ଦେଓଲଙ୍କ ବଲିଉଡ ଡେବ୍ୟୁ ହେବାକୁ ଯାଉଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.