ETV Bharat / sitara

ବନ୍ଦ ହେବ ସୋନିର ଏହି ତିନୋଟି ଧାରାବାହିକ - ଚର୍ଚ୍ଚିତ ଶୋ ‘ଇଶାରୋଂ ଇଶାରୋଂ ମେଁ’ ପ୍ରସାରଣ ବନ୍ଦ ନ୍ୟୁଜ

ଦର୍ଶକଙ୍କ ପାଇଁ ଦୁଃଖ ଖବର। ବନ୍ଦ ହେବାକୁ ଯାଉଛି ତିନୋଟି ଚର୍ଚ୍ଚିତ ଧାରାବାହିକ। ଏଥିରେ ସାମିଲ ଅଛି ଲୋକପ୍ରିୟ ଶୋ ‘ବେହଦ-2’।

sony tv
ଡିଜାଇନ ଫଟୋ
author img

By

Published : Apr 21, 2020, 7:13 PM IST

ମୁମ୍ବାଇ: ଟିଭି ଦର୍ଶକଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ସୋନି ଟିଭିର ଫେମସ ଧାରାବାହିକ ‘ବେହଦ 2’, ‘ଇଶାରୋଂ ଇଶାରୋଂ ମେଁ’ ଓ ‘ପଟିୟାଲା ବେବ୍ସ’ ଆଉ ପ୍ରସାରିତ ହେବନାହିଁ। ଲକଡାଉନ ପରେ ମଧ୍ୟ ଏହି ଧାରାବାହିକ ପ୍ରସାରିତ କରିବ ନାହିଁ ଚ୍ୟାନେଲ। ଯାହାର ଘୋଷଣା କରିଛି ସୋନି।

ସୋନି ତରଫରୁ କୁହାଯାଇଛି ଯେ ଏହି ତିନି କାଳ୍ପନିକ ଧାରାବାହିକର ପ୍ରକୃତି ଏବଂ କାହାଣୀର ଗତି ସମୟ ସୀମା ଅଟେ। ଚ୍ୟାନେଲ ଅନୁଯାୟୀ ମାର୍ଚ୍ଚରୁ ସବୁ ସୁଟିଂ ବନ୍ଦ ଅଛି। ଆମେ ଯେଉଁ ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ଅଛୁ, ଶୋର ଆଗାମୀ ଏପିସୋଡ ସୁଟିଂ କରିପାରିବୁ ନାହିଁ ।

ତିନୋଟି ଶୋରେ ପୂର୍ବରୁ ରୋଚକଭରା ମୁଡ ଦେଖିଆସୁଛନ୍ତି ଦର୍ଶକ। ଯଦି ଶୋ ଏବେ ଟେଲିକାଷ୍ଟ ହୋଇଥାଆନ୍ତେ ତେବେ ଶାନଦାର ପ୍ରତିକ୍ରିୟା ମିଳିଥାଆନ୍ତା। ଶୋର ନିର୍ମାତାଙ୍କ ସହ କଥାବାର୍ତ୍ତା ପରେ ଏହା ସ୍ତିର କରାଯାଇଛି ଯେ ଏବେ ପାଇଁ ଏହାକୁ ସମାପ୍ତ କରିଦିଆଯିବ।

ସେପଟେ ‘ବେହଦ-2’ ନିର୍ମାତା ପ୍ରତୀକ ଶର୍ମା କହିଛନ୍ତି ଯେ, ଏହି ସମୟରେ ଆମେ କଠିନ ପରିସ୍ଥିତିରେ ଦେଇ ଗତି କରୁଛେ । ଏପରି ସମୟରେ ସେ ଚ୍ୟାନେଲ ସାଥିରେ ଠିଆ ହୋଇଛନ୍ତି । ଚ୍ୟାନେଲ ଯାହା ବି ନିଷ୍ପତ୍ତି ନେବ ତାହା ନିର୍ମାତା, କଳାକାର, ଲେଖକ ଓ ପୁରା ଟିମଙ୍କ ହିତରେ ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.