ମୁମ୍ବାଇ: ଆଜି ଦେଶରେ ପାଳନ ହେଉଛି ଗୁରୁଦିବସ । ସେପରି ଏଥିରୁ ବାଦ ପଡିନାହାଁନ୍ତି ବଲିଉଡ ସେଲିବ୍ରିଟି ମଧ୍ୟ । ଏହି ଅବସରରେ ନିଜ ନିଜ ଶିକ୍ଷୟ-ଶିକ୍ଷୟତ୍ରୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ସ୍ପେଶାଲ ପୋଷ୍ଟ କରିଛନ୍ତି ଅନେକ ସେଲିବ୍ରିଟି । ଖାଲି ଗୁରୁଦିବସ ନୁହେଁ ବରଂ ସବୁ ପୂଜାପୂର୍ବଠୁ ନେଇ ଉତ୍ସବ ଧୁମଧାମରେ ପାଳନ କରୁଥିବାର ଦେଖାଯାଆନ୍ତି ସେଲିବ୍ରିଟି । ହେଲେ ଶନିବାର ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଗୁରୁଦିବସ ଶୁଭେଚ୍ଛା ସହ ଭରିଯାଇଛି ।
ଏହି କ୍ରମରେ ସାମିଲ ଅଛନ୍ତି ବି-ଟାଉନର କୁଇନ କଙ୍ଗନା ରଣାୱତ । ସେ ନିଜ ପ୍ରଥମ ଶ୍ରେଣୀରେ ଶିକ୍ଷୟ-ଶିକ୍ଷୟତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଇନଷ୍ଟାଗ୍ରାମରେ ସ୍କୁଲ ବାର୍ଷିକ ଉତ୍ସବର ଏକ ଫଟୋ ସେୟାର କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ମୁଁ ଭାବୁଛି ଯେ ଏହି ଫଟୋ ପ୍ରଥମ ଶ୍ରେଣୀର ଯେବେ ସ୍କୁଲର ବାର୍ଷିକ ଉତ୍ସବ ପାଳନ କରାଯାଉଥିଲା । ମୁଁ ଏହି ଉତ୍ସବରେ ପାହାଡି ନାଟିରେ ଅଭିନୟ କରିଥିଲି । ଆଉ ଶିକ୍ଷୟ-ଶିକ୍ଷୟତ୍ରୀଙ୍କ ଠୁ ଉପହାର ମଧ୍ୟ ପାଇଥିଲି । ମୋ ଜୀବନରେ ଅନେକ ଶିକ୍ଷୟ-ଶିକ୍ଷୟତ୍ରୀ ସମ୍ପୃକ୍ତ ହୋଇଥିଲେ ଯିଏ ମତେ ଜୀବନ ବିଷୟରେ ଜ୍ଞାନ ଦେଇଥିଲେ । ମୋ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ହାପି ଟିଚର୍ସ ଡେ 2020 ।’
-
This picture is from annual day in class 1st I think, we performed pahadi Natti and got gifts from our teachers, so many great teachers have added to my life directly or indirectly, my heartfelt gratitude to everyone #HappyTeachersDay2020 pic.twitter.com/bpeVJeaSwW
— Kangana Ranaut (@KanganaTeam) September 5, 2020 " class="align-text-top noRightClick twitterSection" data="
">This picture is from annual day in class 1st I think, we performed pahadi Natti and got gifts from our teachers, so many great teachers have added to my life directly or indirectly, my heartfelt gratitude to everyone #HappyTeachersDay2020 pic.twitter.com/bpeVJeaSwW
— Kangana Ranaut (@KanganaTeam) September 5, 2020This picture is from annual day in class 1st I think, we performed pahadi Natti and got gifts from our teachers, so many great teachers have added to my life directly or indirectly, my heartfelt gratitude to everyone #HappyTeachersDay2020 pic.twitter.com/bpeVJeaSwW
— Kangana Ranaut (@KanganaTeam) September 5, 2020
ସେପଟେ ‘ଗ୍ୟାଙ୍ଗ ଅଫ ୱାସେପୁର’ର ଆକ୍ଟର ମନୋଜ ବାଜପେୟୀ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ ମୋର ସମସ୍ତ ଶିକ୍ଷକଙ୍କ ସାମ୍ନାରେ ମୁଣ୍ଡ ନୁଆଁଇଛି, ଯେଉଁମାନେ ମୋତେ କେବଳ ସଂଖ୍ୟା ଏବଂ ପୁସ୍ତକ ଶବ୍ଦ ଶିଖାଇ ନାହାଁନ୍ତି ବରଂ ପ୍ରତ୍ୟେକ ମଣିଷ ଏବଂ ମାତା ପୃଥିବୀକୁ ଭଲ ପାଇବା ପାଇଁ ଏକ ଜ୍ଞାନ ମଧ୍ୟ ଦେଇଛନ୍ତି । ହାପି ଟିଚର୍ସ ଡେ ।’
-
I bow down in front of all my teachers who taught me not only the words numbers and books but also gave a wisdom to love each and every human and the Mother Earth!! प्रणाम आप सबको !! नमन !!🙏🙏🙏🙏 happy teachers day!!!
— manoj bajpayee (@BajpayeeManoj) September 5, 2020 " class="align-text-top noRightClick twitterSection" data="
">I bow down in front of all my teachers who taught me not only the words numbers and books but also gave a wisdom to love each and every human and the Mother Earth!! प्रणाम आप सबको !! नमन !!🙏🙏🙏🙏 happy teachers day!!!
— manoj bajpayee (@BajpayeeManoj) September 5, 2020I bow down in front of all my teachers who taught me not only the words numbers and books but also gave a wisdom to love each and every human and the Mother Earth!! प्रणाम आप सबको !! नमन !!🙏🙏🙏🙏 happy teachers day!!!
— manoj bajpayee (@BajpayeeManoj) September 5, 2020
ହ୍ୟାଣ୍ଡସମ ଆକ୍ଟର ସୋନୁ ସୁ଼ଡ ମଧ୍ୟ ଏକ ପୋଷ୍ଟ କରି ଜଣାଇଛନ୍ତି ଯେ ସେ ନିଜ ପ୍ରଥମ ଶିକ୍ଷୟତ୍ରୀ ରୂପେ ମା'ଙ୍କୁ ପାଇଥିଲେ । ସେ ସୋସିଆଲ ମିଡିଆରେ ମା'ଙ୍କ ଫଟୋ ସେୟାର କରି ଟିଚର୍ସ ଡେ ପାଳନ କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ତେରେ ଦିଖାଏ ରସ୍ତେ ପେ ନିକଲା ହୁଁ ମା, ମନଜିଲ ଦୂର ହେ ଲେକିନ ମିଲେଗି ଜରୁର । ହାପି ଟିଚର୍ସ ଡେ ।’
-
तेरे ही दिखाए रास्ते पे निकल हूँ माँ।
— sonu sood (@SonuSood) September 5, 2020 " class="align-text-top noRightClick twitterSection" data="
मंज़िल दूर है लेकिन मिलेगी ज़रूर।
Happy teacher’s day my teacher❣️ pic.twitter.com/QExvtClQZi
">तेरे ही दिखाए रास्ते पे निकल हूँ माँ।
— sonu sood (@SonuSood) September 5, 2020
मंज़िल दूर है लेकिन मिलेगी ज़रूर।
Happy teacher’s day my teacher❣️ pic.twitter.com/QExvtClQZiतेरे ही दिखाए रास्ते पे निकल हूँ माँ।
— sonu sood (@SonuSood) September 5, 2020
मंज़िल दूर है लेकिन मिलेगी ज़रूर।
Happy teacher’s day my teacher❣️ pic.twitter.com/QExvtClQZi
ଅନ୍ୟପଟେ ବି-ଟାଉନର ସିଂଘମ ଅଜୟ ଦେବଗନ ଏହି ଅବସରରେ କ୍ୟାମେରାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଆଉ କହିଛନ୍ତି ଯେ କ୍ୟାମେରା ପଛରେ ଥିବାବେଳେ ସେ ସବୁବେଳେ ନୂଆ ଜିନିଷ ଶିଖିଛନ୍ତି । ସେୟାର କରିଥିବା ଫଟୋରେ ସେ କିଛି ସୁଟିଂ କରୁଥିବାର ନଜର ଆସୁଛନ୍ତି ।
-
On Teachers Day, I salute the Camera. I’ve realised that every time I’m behind it, I’ve learnt something new. It’s an ongoing process 🙏#HappyTeachersDay2020 pic.twitter.com/msfox6qzG1
— Ajay Devgn (@ajaydevgn) September 5, 2020 " class="align-text-top noRightClick twitterSection" data="
">On Teachers Day, I salute the Camera. I’ve realised that every time I’m behind it, I’ve learnt something new. It’s an ongoing process 🙏#HappyTeachersDay2020 pic.twitter.com/msfox6qzG1
— Ajay Devgn (@ajaydevgn) September 5, 2020On Teachers Day, I salute the Camera. I’ve realised that every time I’m behind it, I’ve learnt something new. It’s an ongoing process 🙏#HappyTeachersDay2020 pic.twitter.com/msfox6qzG1
— Ajay Devgn (@ajaydevgn) September 5, 2020
ଫେମସ ଅଭିନେତା ଆର.ମାଧବନ ନିଜ ଜୀବନରେ ଶିକ୍ଷକମାନଙ୍କର ଅସାଧାରଣ ଏବଂ ନିସ୍ବାର୍ଥପର ଶିକ୍ଷୟ-ଶିକ୍ଷୟତ୍ରୀଙ୍କ ଅବଦାନକୁ ମନେ ପକାଇ ପୋଷ୍ଟରେ ଲେଖିଛନ୍ତି, ‘ହାପି ଟିଚର୍ସ ଡେ । ଆଜି ମୁଁ ଯାହା ବି ହୋଇପାରିଛି ତାହା କେବେଳ ଅସାଧାରଣ ଓ ନିସ୍ବାର୍ଥପର ଶିକ୍ଷୟ-ଶିକ୍ଷୟତ୍ରୀଙ୍କ ପାଇଁ । ସେମାନଙ୍କୁ ଆଶିର୍ବାଦ ପାଇବା ମୋର ଭାଗ୍ୟ । ମୋ ଜୀବନରେ ସେମାନଙ୍କ ଉପସ୍ଥିତି ପାଇଁ ମୁଁ ସର୍ବଦା କୃତଜ୍ଞ ।’
-
Wish you all a very HAPPY TEACHERS DAY. I am what I am today, only because of the extraordinary and selfless teachers I’ve had the privilege of being blessed with. I am ever grateful for their presence in my life.🙏🙏🙏🙏❤️❤️❤️🙏🙏🙏🙏
— Ranganathan Madhavan (@ActorMadhavan) September 5, 2020 " class="align-text-top noRightClick twitterSection" data="
">Wish you all a very HAPPY TEACHERS DAY. I am what I am today, only because of the extraordinary and selfless teachers I’ve had the privilege of being blessed with. I am ever grateful for their presence in my life.🙏🙏🙏🙏❤️❤️❤️🙏🙏🙏🙏
— Ranganathan Madhavan (@ActorMadhavan) September 5, 2020Wish you all a very HAPPY TEACHERS DAY. I am what I am today, only because of the extraordinary and selfless teachers I’ve had the privilege of being blessed with. I am ever grateful for their presence in my life.🙏🙏🙏🙏❤️❤️❤️🙏🙏🙏🙏
— Ranganathan Madhavan (@ActorMadhavan) September 5, 2020
ପ୍ରକାଶ ଥାଉକି ଏହି ଷ୍ଟାର୍ସଙ୍କ ବ୍ୟତୀତ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା, ମାନୁଷୀ ଚିଲର ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ନିଜ ଶିକ୍ଷୟ-ଶିକ୍ଷୟତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
-
To all who've helped me understand life and make the best out of it, who've taught me lessons so I could ace better at the things I do.. Here's wishing them a #HappyTeachersDay.
— Sidharth Malhotra (@SidMalhotra) September 5, 2020 " class="align-text-top noRightClick twitterSection" data="
">To all who've helped me understand life and make the best out of it, who've taught me lessons so I could ace better at the things I do.. Here's wishing them a #HappyTeachersDay.
— Sidharth Malhotra (@SidMalhotra) September 5, 2020To all who've helped me understand life and make the best out of it, who've taught me lessons so I could ace better at the things I do.. Here's wishing them a #HappyTeachersDay.
— Sidharth Malhotra (@SidMalhotra) September 5, 2020
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ