ETV Bharat / sitara

ଏମଏନଏସ ଧମକ ପରେ ଟି-ସିରିଜ ୟୁଟ୍ୟୁବରୁ ହଟାଇଲା ଆତିଫଙ୍କ ଗୀତ - ପାକିସ୍ତାନୀ ଗାୟକ ଆତିଫ ଅସଲମଙ୍କ ଏକ ଗୀତକୁ ନେଇ ବିବାଦ

ଚର୍ଚ୍ଚାରେ ଟି-ସିରିଜ କମ୍ପାନୀ । ପ୍ରଥମ ସୋନୁ ନିଗମ ତାଙ୍କୁ ଧମକ ଦେଇଥିଲେ । ଆଉ ଏବେ ରାଜ ଠାକରେଙ୍କୁ ଟି-ସିରିଜ ମାଲିକ ଭୂଷଣ କୁମାର କ୍ଷମା ମାଗିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 25, 2020, 1:48 PM IST

ମୁମ୍ବାଇ: ଫେମସ ମ୍ୟୁଜିକ ଲେବଲ ଏବଂ ପ୍ରଡକ୍ସନ ହାଉସ ଟି-ସିରିଜ ବୁଧବାର ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ)ଙ୍କ ଆପତ୍ତି ପରେ ପାକିସ୍ତାନୀ ଗାୟକ ଆତିଫ ଅସଲମଙ୍କ ଏକ ଗୀତରୁ ୟୁଟ୍ୟୁବରୁ ହଟାଇ ଦେଇଛି । କଥାଟି ହେଲା ଯେ ଶନିବାର ଟି-ସିରିଜ ନିଜ ୟୁଟ୍ୟୁବ ଚ୍ୟାନେଲରେ ଗତ ବର୍ଷ ରିଲିଜ ହୋଇଥିବା ରୋମାଣ୍ଟିକ, ଆକ୍ସନ ଫିଲ୍ମ ‘ମରଜାୱା’ର ଫେମସ ଗୀତ ‘କିନା ସୋନା’ ଟ୍ରାକ ରିଲିଜ କରିଥିଲା ।

ଯାହାପରେ ଟି-ସିରିଜ ଏମଏନଏସର ଟାର୍ଗେଟରେ ଆସିଯାଇଥିଲା । ଏହାକୁ ଆଧାର କରି ଏମଏନଏସର ଚିତ୍ରପଟ ସେନା ଅଧ୍ୟକ୍ଷ ଅମେୟା ଖୋପକର ଟି-ସିରିଜକୁ ଧମକ ଦେଇଥିଲେ । ଆଉ କହିଥିଲେ ଯଦି ସେ ସେ ୟୁଟ୍ୟୁବ ଚ୍ୟାନେଲରୁ ଆତିଫଙ୍କ ଗୀତ ନହଟାଇବେ ତେବେ ତାଙ୍କୁ କ୍ଷତି ସହିବାକୁ ପଡିବ ।

ଅମେୟା ଏକ ଭିଡିଓ ଜାରି କରି କହିଥିଲେ ଯେ ଟି-ସିରିଜ ମାଲିକ ଭୂଷଣ କୁମାର ପାକିସ୍ତାନର ଥାର୍ଡ ଗ୍ରେଡ ସିଙ୍ଗର ଆତିଫଙ୍କ ଗୀତ ରିଲିଜ କରିଛନ୍ତି । ଯାହାର ସେ କଡା ନିନ୍ଦା କରୁଛନ୍ତି । ଆତିଫ କଶ୍ମୀରରୁ ଆର୍ଟିକଲ 370 ହଟାଇବା ପରେ ଭାରତ ବିରୋଧରେ ସୋସିଆଲ ମିଡିଆରେ ଅନେକ କଥା ଲେଖିଥିଲେ । ଏହା ସତ୍ତ୍ବେ ଆପଣ ତାଙ୍କ ଗୀତ ରିଲିଜ କରି ଦେଶବାସୀଙ୍କୁ ବିରକ୍ତ କରୁଛ । ଯଦି ଭିଡିଓ ନହଟାଇଲ ତେବେ ଟି-ସିରିଜର ଆଗାମୀ କୌଣସି ଫିଲ୍ମ ରିଲିଜ ହେବ ।

  • 'टी-सिरीज'ने पाकिस्तानी कलाकाराचं गाणं प्रदर्शित केल्यानंतर पक्षाच्या चित्रपट शाखेचे अध्यक्ष @MNSAmeyaKhopkar ह्यांनी तीव्र आक्षेप नोंदवला. महाराष्ट्र नवनिर्माण सेनेच्या रोषाला सामोरं जावं लागेल म्हणून व्यवस्थापनाने चूक मान्य करत भारतीयांची जाहीर माफी मागितली आहे. #मनसेदणका pic.twitter.com/etJmTNYXQj

    — MNS Tweets (@manaseit) June 24, 2020 " class="align-text-top noRightClick twitterSection" data=" ">

ଏମଏନଏସର ଏହି କଡା ବିରୋଧ ପରେ ସୋସିଆଲ ମିଡିଆରେ ମଧ୍ୟ ଟି-ସିରିଜକୁ ଆତିଫଙ୍କ ଗୀତ ହଟାଇବାକୁ ଦାବି କରାଯାଇଥିଲା । ଟି-ସିରିଜ କେବଳ ଗୀତକୁ ୟୁଟ୍ୟୁବରୁ ହଟାଇ ଦେଇନାହିଁ ବରଂ ମହାରାଷ୍ଟ୍ର ନବନିର୍ମାନ ସେନା ରାଷ୍ଟ୍ରପତି ରାଜ ଠାକରେଙ୍କୁ ଏକ ଚିଠି ଲେଖି କ୍ଷମା ମଧ୍ୟ ମାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.