ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସୋସିଆଲ ମିଡିଆରେ ବଲିଉଡରେ ପରିବାରବାଦକୁ ନେଇ ୱାର ଆରମ୍ଭ ହୋଇଯାଇଛି । କିଛି ଦିନ ହେବ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫିଲ୍ମ ନିର୍ମାତା କରନ ଜୋହର ସୁପରଷ୍ଟାର ସଲମାନ ଖାନଙ୍କ ଉପରେ କ୍ରୋଧିତ ନଜର ଆସୁଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସ । ଇତିମଧ୍ୟରେ ସୋସିଆଲ ମିଡିଆରେ କରନଙ୍କ ଫେମସ ଶୋ ‘କଫି ୱିଥ କରନ’ର ଏକ ପୁରୁଣା ଭିଡିଓ ମଧ୍ୟ ଟ୍ରେଣ୍ଡ କରୁଛି । ଯାହାକୁ ଆଧାର କରି କୁହାଯାଉଛି ଯେ ଶୋରେ ସୁଶାନ୍ତଙ୍କୁ ଅପମାନ କରାଯାଇଥିଲା । ଯେଉଁଥିରେ ଆଲିୟା ପଚାରିଥିଲେ ସୁଶାନ୍ତ କିଏ ? ସେପଟେ ସବୁବେଳେ ବିବାଦ ଘେରରେ ରହୁଥିବା ଅଭିନେତ୍ରୀ ସ୍ବରା ଭାସ୍କର କରନ ଓ ଆଲିୟାଙ୍କ ସପୋର୍ଟରେ ବାହାରିଛନ୍ତି ।
-
Parts of India Twitter blaming #KaranJohar and #AliaBhatt for the tragic suicide of Sushant - for some silly game played on a frivolous and pointless chat show (that All those people who are now abusing Bollywood nepotism lapped up) is both the height of idiocy and hypocrisy! 1/n
— Swara Bhasker (@ReallySwara) June 15, 2020 " class="align-text-top noRightClick twitterSection" data="
">Parts of India Twitter blaming #KaranJohar and #AliaBhatt for the tragic suicide of Sushant - for some silly game played on a frivolous and pointless chat show (that All those people who are now abusing Bollywood nepotism lapped up) is both the height of idiocy and hypocrisy! 1/n
— Swara Bhasker (@ReallySwara) June 15, 2020Parts of India Twitter blaming #KaranJohar and #AliaBhatt for the tragic suicide of Sushant - for some silly game played on a frivolous and pointless chat show (that All those people who are now abusing Bollywood nepotism lapped up) is both the height of idiocy and hypocrisy! 1/n
— Swara Bhasker (@ReallySwara) June 15, 2020
ସେ ଟ୍ବିଟ କରି ଲେଖିଛନ୍ତି, ‘ଏକ ବ୍ୟର୍ଥ ଚାର୍ଟ ଶୋରେ ଖେଳାଯାଇଥିବା ଖେଳ ପାଇଁ କିଛି ଲୋକ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ କରନ ଓ ଆଲିୟାଙ୍କୁ ଦୋଷୀ କହୁଛନ୍ତି । ଯାହା କେବଳ ମୂର୍ଖାମି ଆଉ କିଛି ନୁହେଁ ।’
-
Sushant didn’t leave a note. We don’t know what he went thru. We don’t know the cause. STOP taking out ur frustration using the pain of a troubled person. He didn’t leave a note! Get it? He didn’t want to talk about it. He’s gone. Let him have his peace & his family privacy. 2/n
— Swara Bhasker (@ReallySwara) June 15, 2020 " class="align-text-top noRightClick twitterSection" data="
">Sushant didn’t leave a note. We don’t know what he went thru. We don’t know the cause. STOP taking out ur frustration using the pain of a troubled person. He didn’t leave a note! Get it? He didn’t want to talk about it. He’s gone. Let him have his peace & his family privacy. 2/n
— Swara Bhasker (@ReallySwara) June 15, 2020Sushant didn’t leave a note. We don’t know what he went thru. We don’t know the cause. STOP taking out ur frustration using the pain of a troubled person. He didn’t leave a note! Get it? He didn’t want to talk about it. He’s gone. Let him have his peace & his family privacy. 2/n
— Swara Bhasker (@ReallySwara) June 15, 2020
ସେହିପରି ସେ ଆଉ ଏକ ଟ୍ବିଟରେ ଲେଖିଛନ୍ତି, ‘ସୁଶାନ୍ତ କୌଣସି ନୋଟ ଲେଖିନାହାଁନ୍ତି । ଆମକୁ ଜଣାନାହିଁ ସେ କେଉଁ ଯନ୍ତ୍ରଣା ଦେଇ ଗତି କରୁଥିଲେ । ତାଙ୍କ ଆତ୍ମହତ୍ୟାର କାରଣ କଣ କାହାରିକୁ ଜଣାନାହିଁ । ଦୟା କରି ୟୁଜର୍ସ ରାଗ ଶାନ୍ତ କରି ତାଙ୍କ ଆତ୍ମର ସଦଗତି ପାଇଁ ପ୍ରାର୍ଥନା କର ।’