ETV Bharat / sitara

ଗାର୍ଗୀ କଲେଜ ଘଟଣା ଉପରେ ପ୍ରତିକ୍ରିୟା ରଖିଲେ ସ୍ବରା - ଦିଲ୍ଲୀର ଗାର୍ଗି କଲେଜ ଅସଦାଚରଣ ମାମଲା

କିଛି ଦିନ ହେବ ଅଶାନ୍ତିର ବଳୟ ମଧ୍ୟରେ ରହିଛି ଜାତୀୟ ରାଜଧାନୀ ଦିଲ୍ଲୀ। କେତେବେଳେ ସିଏଏ ବିରୋଧି ପ୍ରଦର୍ଶନରେ ଜନସାଧାରଣ ମାତିଥିବାର ନଜର ଆସୁଛନ୍ତି ତ ଆଉ କେତେବେଳେ ଅନେକ ବିଶ୍ବବିଦ୍ୟାଳରେ ଅସଦାଚରଣ, ମାଡପିଟ ଭଳି ଘଟଣା ସାମ୍ନାକୁ ଆସୁଛି ।

swara bhasker
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସ୍ବରା ଭାସ୍କର
author img

By

Published : Feb 10, 2020, 6:28 PM IST

ମୁମ୍ବାଇ: ଦିଲ୍ଲୀର ଗାର୍ଗି କଲେଜରେ ଛାତ୍ରୀଙ୍କ ସହ ହୋଇଥିବା ଅସଦାଚରଣ ମାମଲା ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଜନସାଧାରଣ ଗାର୍ଗି କଲେଜରେ ହୋଇଥିବା ଏହି ଘଟଣାର ବିରୋଧ ପ୍ରଦର୍ଶନ ଏବେ ସୋସିଆଲ ମିଡିଆରେ କରିବାରେ ଲାଗିଛନ୍ତି । ଗତ 6 ତାରିଖରେ ଦେଖିବାକୁ ମିଳିଥିଲା ଏହି ମାମଲା ।

କଲେଜ ଫେଷ୍ଟିଭାଲ ସମୟରେ କିଛି ଲୋକ ଭିତରେ ପଶି ଛାତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ । ହେଲେ ସେଠାରେ ଉପସ୍ଥିତ ଥିବା ପୋଲିସ କିଛି ମଧ୍ୟ କରିନଥିଲା । ଏହି କାରଣକୁ ଆଧାର କରି ଛାତ୍ରୀ ଓ ଅଧ୍ୟାପକ ଏହି ଘଟଣାକୁ ସୋସିଆଲ ମିଡିଆରେ ଉଠାଇଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ସ୍ବରା ଭାସ୍କର

ଏହି ମାମଲାରେ ଏବେ ବି-ଟାଉନର ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ଦିଲ୍ଲୀରେ ଏସବୁ କଣ ଚାଲିଛି । ଗାର୍ଗି କଲେଜରେ ପାଗଳାମୀ ଏବଂ ଅଭଦ୍ରାମି।’ ବର୍ତ୍ତମାନ ତାଙ୍କ ଏହି ପୋଷ୍ଟରେ ଅନେକ ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉକି ସ୍ବରା ସବୁବେଳେ ସାମାଜିକ ପ୍ରସଙ୍ଗରେ ନିଜ ମତ ରଖନ୍ତି । ସେ କେବେ ମଧ୍ୟ ନିଜ ପ୍ରତିକ୍ରିୟା ରଖିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ । ସେ ସିଏଏ ଓ ଏନଆରସି ବିରୋଧି ପ୍ରଦର୍ଶନରେ ଅନେକଥର ସାମିଲ ହୋଇସାରିଲେଣି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.