ETV Bharat / sitara

ସୁସ୍ମିତାଙ୍କ ପାଖରେ କୋରୋନା ଭାଇରସର ଜବରଦସ୍ତ ଔଷଧ - ପୂର୍ବତନ ବ୍ରାହ୍ମଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ସୋସିଆଲ ମିଡିଆରେ କୋରୋନା ଭାଇରସ ଔଷଧ ସୂଚନା ଦେଲେ ପୂର୍ବତନ ବ୍ରାହ୍ମଣ୍ଡ ସୁନ୍ଦରୀ ସୁସ୍ମିତା ସେନ। ଅଧିକ ପଢନ୍ତୁ...

sushmita sen
ଡିଜାଇନ ଫଟୋ
author img

By

Published : Mar 27, 2020, 3:20 PM IST

ମୁମ୍ବାଇ: କୋରୋନା ଭାଇରସ ବିଶ୍ବରେ ନିଜ ପ୍ରକୋପ ଦେଖାଇବାରେ ଲାଗିଛି । ଏହି ସଂକ୍ରମଣ ସହ ଲଢିବା ପାଇଁ ଅନେକ ପ୍ରୟାସ କରିବାରେ ବ୍ୟସ୍ତ ସମସ୍ତେ। ବିଶ୍ବ ସ୍ବାସ୍ଥ୍ୟ ସଗଠନ ଏହାକୁ ରୋକିବା ପାଇଁ ୱ୍ୟାକ୍ସିନ ଖୋଜିବାରେ ଚେଷ୍ଟା ଚଳାଇଛି । ହେଲେ ଅଭିନେତ୍ରୀ ସୁସ୍ମିତା ସେନ ଏହାର ଔଷଧ ଖୋଜି ବାହାର କରିଛନ୍ତି। ଆଉ ଯାହା ସମସ୍ତଙ୍କ ପାଇଁ ମଗଣା। ତେବେ ଆସନ୍ତୁ ଜାଣିବାର ଏହାର ପ୍ରକୃତ କଥା...

କଥାଟି ହେଲା ଯେ ସୁସ୍ମିତା ଇନଷ୍ଟାଗ୍ରାମରେ ଏକ ଔଷଧ ଶିଶିର ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଲେଖାଯାଇଛି, ‘କୋଭିଡ-19ର ଔଷଧ, ଘରେ ରହିବା । ଯାହା 100 ପ୍ରତିଶତ କରିବ କାମ।’ ସେହିପରି ସେ କ୍ୟାପସନରେ ଫ୍ୟାନ୍ସଙ୍କୁ ପରାର୍ମଶ ଦେଇ ଲେଖିଛନ୍ତି, ‘ଘରେ କୌଣସି ଔଷଧ ଖାଆନ୍ତୁ ନାହିଁ। ଆଉ ଔଷଧ ପ୍ରତି ଧ୍ୟାନ ଦିଅନ୍ତୁ।’

ପ୍ରକାଶ ଥାଉକି ଭାରତରେ କୋରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଯାବତ ଏହି ମାମଲାରେ ଦେଶରେ 18 ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.