ETV Bharat / sitara

ସୁଶାନ୍ତ ମାମଲା: ରିଆଙ୍କ ପଡ଼ୋଶୀଙ୍କୁ ପ୍ରଶ୍ନ କଲା ସିବିଆଇ - ସୁଶାନ୍ତ ମାମଲା

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ଟିମ ଦ୍ବାରା ରିଆଙ୍କ ପଡୋଶୀ ଡିମ୍ପଲ ଥୱାନୀଙ୍କୁ ପଚରାଉଚରା କରାଯାଇଛି । ଅଧିକ ପଢନ୍ତୁ...

sushant singh rajput death cbi investigation update
ସୁଶାନ୍ତ ମାମଲା: ରିଆଙ୍କ ପଡ଼ୋଶୀଙ୍କୁ ପ୍ରଶ୍ନ କଲା ସିବିଆଇ
author img

By

Published : Oct 11, 2020, 8:29 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ଏହି ମାମଲା ସହ ଜଡିତଙ୍କୁ ପଚରାଉଚରା ପାଇଁ ଡକାଯାଉଛି । ନିକଟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ରିଆଙ୍କ ପଡ଼ୋଶୀ ଡିମ୍ପଲ ଥୱାନୀଙ୍କୁ ପଚରାଉଚରା କରାଯାଇଥିଲା ।

ଡିମ୍ପଲ କହିଛନ୍ତି ଯେ, ସେ ସୁଶାନ୍ତ ଏବଂ ରିଆଙ୍କୁ ଏକାଠି କେବେ ଦେଖି ନାହାଁନ୍ତି । ଯେତେବେଳେ ସିବିଆଇ ପଚାରିଥିଲା ​​ଯେ ସେ ସୁଶାନ୍ତ ଏବଂ ରିଆଙ୍କୁ ଜୁନ13 ରେ ଏକାଠି ଦେଖିଥିବା ବ୍ୟକ୍ତିଙ୍କୁ ଚିହ୍ନି ପାରିବେ କି? ଏଥିପାଇଁ ମହିଳା ଜଣକ କହିଛନ୍ତି ଯେ ସେହି ବ୍ୟକ୍ତି କିଏ ସେ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ। ଏଥିସହିତ ସିବିଆଇ ସୁଶାନ୍ତ ରିୟାଙ୍କୁ କେବେ ଡ୍ରପ କରିଥିବାର ଆପଣ ଦେଖିଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ କରିଥଲେ ?

ସିବିଆଇର ସମସ୍ତ ପ୍ରଶ୍ନର ଉତ୍ତରରେ ଡିମ୍ପଲ କିଛି ଜାଣି ନାହାଁନ୍ତି ବୋଲି କହିଛନ୍ତି ।

ପ୍ରକାଶ ଥାଉ ଯେ, ଜୁନ୍ 14 ରେ ସୁଶାନ୍ତ ତାଙ୍କ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ। ଏହା ପରେ ଏହି ମାମଲାରେ ସିବିଆଇ ତଦନ୍ତ ଚାଲିଛି। ଏହା ସହିତ କିଛି ଦିନ ପୂର୍ବରୁ ଏମ୍ସ ର ରିପୋର୍ଟ ପ୍ରକାଶ କରି ସ୍ପଷ୍ଟ କରିଥିଲା ​​ଯେ, ଏହି ମାମଲା ଆତ୍ମହତ୍ୟା ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.