ETV Bharat / sitara

ସୁଶାନ୍ତ-ଦିଶାଙ୍କ ହ୍ବାଟ୍ସଅପ ଚାଟ୍ ଭାଇରାଲ୍

ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ଦୁଇ ମାସ ବିତିଗଲାଣି । ଅଭିନେତାଙ୍କ ମୃତ୍ୟୁର ଏକ ସପ୍ତାହ ପୂର୍ବରୁ ତାଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନ ମଧ୍ୟ ମୁମ୍ବାଇର ଏକ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏହି ସମୟରେ ଦୁହିଁଙ୍କର ଏକ ହ୍ବାଟସଅପ ଚାଟ୍ ସାମ୍ନାକୁ ଆସିଛି । ଯାହା ଦର୍ଶାଉଛି ଯେ ସୁଶାନ୍ତ ଏବଂ ଦିଶା ଏପ୍ରିଲ ମାସରୁ ଯୋଗାଯୋଗରେ ଥିଲେ । ଅଧିକ ପଢନ୍ତୁ...

author img

By

Published : Aug 18, 2020, 4:32 PM IST

sushant singh rajput and disha salian personal chat details viral
ସୁଶାନ୍ତ-ଦିଶାଙ୍କ ହ୍ବାଟ୍ସଅପ ଚାଟ୍ ହେଲା ଭାଇରାଲ୍

ମୁମ୍ବାଇ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଘଟଣାର ତଦନ୍ତ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପ୍ରତିଦିନ ଏକ ନୂଆ ଖୁଲାସା ହେଉଛି ଏବଂ ମାମଲା ଅଧିକ ଜଟିଳ ହୋଉଛି ।

ଜୁନ୍ 14ର ସକାଳେ ସୁଶାନ୍ତ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଏହାର ଠିକ ଏକ ସପ୍ତାହ ପୂର୍ବରୁ, ତାଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନ ମୁମ୍ବାଇର ଏକ ବିଲଡିଂରୁ ଡେଇଁ ନିଜ ଜୀବନ ଦେଇଥିଲେ ।

କୁହାଯାଉଛି ଯେ, ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତ ଅତ୍ୟନ୍ତ ଦୁଖିତ ଏବଂ ଟେନସନରେ ଥିଲେ ।

ସୁଶାନ୍ତଙ୍କ ବନ୍ଧୁମାନେ କହିଛନ୍ତି ଯେ, ଦିଶାଙ୍କ ମୃତ୍ୟୁ ବିଷୟରେ ସୁଶାନ୍ତ ଅନେକ କଥା ଜାଣିଥିଲେ, ଯାହା ବିଷୟରେ ସେ ପ୍ରେସ କନଫ୍ରେମ୍ସରେ ମଧ୍ୟ କହିବାକୁ ପସ୍ତୁତ ଥିଲେ ।

ଉଭୟଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ବହୁତ କିଛି ନୂଆ ଖବର ପ୍ରକାର ସାମ୍ନାକୁ ଆସୁଥିଲା ।

ଏକ ରିପୋର୍ଟ ଅନୁଯାୟୀ, ସୁଶାନ୍ତ ଏବଂ ଦିଶା ଏପ୍ରିଲ୍ ମାସରୁ ଯୋଗାଯୋଗରେ ଥିଲେ ଏବଂ ସେମାନେ ଭଉୟ ସେମାନଙ୍କ କାମ ବିଷୟରେ କଥାବାର୍ତ୍ତା କରୁଥିଲେ ।

ଏହି ଚାଟରୁ ଜଣାପଡିଛି ଯେ ଦିଶା ସୁଶାନ୍ତଙ୍କ ପି.ଆର ପରିଚାଳନା କରୁଥିଲେ । ଦୁହେଁ ଏକ ନୂତନ ପ୍ରୋଜେକ୍ଟ ବିଷୟରେ କଥାବାର୍ତ୍ତା ହେଉଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.