ETV Bharat / sitara

ମା' ହେଲେ ସୁରବିନ

ବି-ଟାଉନର ବୋଲ୍ଡ ଅଭିନେତ୍ରୀ ସୁରବୀନ ଚାୱଲା ମା' ହୋଇଛନ୍ତି । ସେ ବେବିଗର୍ଲକୁ ଜନ୍ମ ଦେଇଛନ୍ତି । ଶିଶୁକନ୍ୟାର ନାମ ରଖିଛନ୍ତି ଈଭ ।

author img

By

Published : Apr 19, 2019, 11:25 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସୁରବୀନ ଚାୱଲା

ମୁମ୍ବାଇ: 'ହେଟ ଷ୍ଟୋରୀ-2', 'ପାଚର୍ଡ' ଭଳି ଶାନଦାର ଫିଲ୍ମ ଏବଂ 'ସେକ୍ରେଡ ଗେମ୍ସ' ଭଳି ଜବରଦସ୍ତ ସିରିଜରେ ନଜର ଆସି ସାରିଥିବା ଅଭିନେତ୍ରୀ ସୁରବୀନ ଚାୱଲାଙ୍କ ଘରେ ଏକ କୁନି ଅତିଥି ଆସିଛନ୍ତି । ଆଜ୍ଞା ହଁ, ଏପ୍ରିଲ 15ରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ।

ଏକ ସାକ୍ଷାତକାରରେ ସୁରବୀନ କହିଛନ୍ତି ଯେ ମାଆ ହୋଇ ସେ ଯାହା ଅନୁଭବ କରୁଛନ୍ତି ତାହା ସେ ଶବ୍ଦରେ ପରିପ୍ରକାଶ କରିପାରିବେ ନାହିଁ । ଏହା ଏକ ଶାନଦାର ଅନୁଭବ । ତେବେ ଝିଅର ନାମ ଈଭ ରଖିଛନ୍ତି ସୁରବିନ । ଈଭ ଏକ ଇଂରାଜୀ ଶବ୍ଦ, ଯାହାର ମାନେ ହେଲା 'ଜୀବନର ମା' ।

ପ୍ରକାଶ ଥାଉକି ସୁରବୀନ ପ୍ରାୟତଃ ସୋସିଆଲ ମିଡିଆରେ ଗର୍ଭବତୀ ହେବାର ଫଟୋ ସେୟାର କରି ଆସୁଥିଲେ । ସେ 2015ରେ ଅକ୍ଷୟ ଠାକୁରଙ୍କୁ ବିବାହ କରିଥିଲେ ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.