ETV Bharat / sitara

ରଜନୀକାନ୍ତଙ୍କୁ ‘ଦାଦାସାହେବ ଫାଲକେ’, କୃତଜ୍ଞତା ଜଣାଇଲେ ଥଲାଇଭା

ଟ୍ବିଟ କରି ଖୁସି ପ୍ରକାଶ କରିବା ସହ ସମସ୍ତଙ୍କୁ ଧନ୍ୟବାଦ କହିଲେ ରଜନୀକାନ୍ତ । କାରଣ ତାଙ୍କୁ ମିଳିବାକୁ ଯାଉଛି 51ତମ ଦାଦାସାହେବ ଫାଲକେ ପୁରସ୍କାର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Apr 2, 2021, 1:25 PM IST

ମୁମ୍ବାଇ: ଗୁରୁବାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି ଯେ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ 51ତମ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ । ଯାହାକୁ ନେଇ ଉତ୍ସାହିତ ଅଛନ୍ତି ଅଭିନେତା । ଆଉ ଶୁକ୍ରବାର ସମସ୍ତଙ୍କୁ ଜଣାଇଛନ୍ତି କୃତଜ୍ଞତା।

  • For all the love,greetings & wishes I’ve received from eminent political leaders, my film fraternity friends & colleagues,well wishers,media, every person who took the time to wish me & my beloved fans from across India & all over the world .. my deepest gratitude and thanks 🙏🏻

    — Rajinikanth (@rajinikanth) April 2, 2021 " class="align-text-top noRightClick twitterSection" data=" ">

ସେ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ବିଶିଷ୍ଟ ରାଜନେତା, ମୋ ଫିଲ୍ମର ବନ୍ଧୁ, ସହକର୍ମୀ, ପ୍ରଶଂସକ ଗଣମାଧ୍ୟମ ଏବଂ ପ୍ରତ୍ୟେକ ବ୍ୟକ୍ତି ଯିଏ ମୋ ପାଇଁ ସମୟ କାଢି ମତେ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ଶୁଭେଚ୍ଛା ଜଣାଇଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଜଣାଉଛି।’

ପ୍ରକାଶ ଥାଉକି ରଜନୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଥିଲେ । ସେହିପରି ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସୁପରଷ୍ଟାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.