ETV Bharat / sitara

ବିଗିଡିଲା ରଜନୀଙ୍କ ସ୍ବାସ୍ଥ୍ୟବସ୍ଥା - ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ନ୍ୟୁଜ

ଅସୁସ୍ଥ ହେଲେ ରଜନୀ । ହାଇଦ୍ରାବାଦର ହସ୍ପିଟାଲରେ ତାଙ୍କୁ କରାଗଲା ଭର୍ତ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Dec 25, 2020, 1:57 PM IST

ହାଇଦ୍ରାବାଦ: ହସ୍ପିଟାଲରେ ଭର୍ତ୍ତି ହେଲେ ତାମିଲ ସୁପରଷ୍ଟାର ରଜନୀକାନ୍ତ । ଶୁକ୍ରବାର ସକାଳେ ହାଇଦ୍ରାବାଦର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ହଠାତ୍ ରକ୍ତଚାପ ବଢିଯିବାକୁ ଅଭିନେତାଙ୍କୁ ହସ୍ପିଟାଲ ନିଆଯାଇଛି । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି ଆସନ୍ତା ବର୍ଷ ଜାନୁଆରୀ ମାସରେ ସେ ରାଜନୀତିରେ ପଦାର୍ପଣ କରିବାକୁ ଯାଉଛନ୍ତି । ନିକଟରେ ସେ ଏହାର ଘୋଷଣା କରିଥିଲେ । ନିଜ ରାଜନୀତି ପାର୍ଟି ଜରିଆରେ ଲୋକଙ୍କ ସେବା କରିବେ ଥଲାଇଭା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.