ETV Bharat / sitara

ଲଭ ଜିହାଦକୁ ନେଇ ଖିଲାଡିଙ୍କ ଉପରେ ଖପ୍ପା ୟୁଜର୍ସ

ସୋସିଆଲ ମିଡିଆରେ ବଏକଟ ଲକ୍ଷ୍ମୀ ବମ ପ୍ରସଙ୍ଗ । ପୁଣି ଅକ୍ଷୟଙ୍କ ଉପରେ ରାଗିଲେ ଟ୍ବିଟର ୟୁଜର୍ସ । ଏଥର ଲଭ ଜିହାଦକୁ ନେଇ ଫସିଲେ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
author img

By

Published : Oct 16, 2020, 8:17 PM IST

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ବର୍ତ୍ତମାନ ସୋସିଆଲ ମିଡିଆ ୟୁଜର୍ସଙ୍କ ଟାର୍ଗେଟରେ । ତାଙ୍କ ଅପକମିଂ ଫିଲ୍ମ ‘ଲକ୍ଷ୍ମୀ ବମ’କୁ ନେଇ ରାଗିଲେ ସମସ୍ତେ । ବର୍ତ୍ତମାନ ଟ୍ରେଣ୍ଡ କରୁଛି ‘#ସେମଅନୟୁଅକ୍ଷୟକୁମାର।’ ନିକଟରେ ରିଲିଜ ହୋଇଥିବା ଫିଲ୍ମ ଟ୍ରେଲରକୁ ଶାନଦାର ପ୍ରତିକ୍ରିୟା ମିଳିବା ସତ୍ତ୍ବେ ରାଗିଛନ୍ତି ୟୁଜର୍ସ । ଆସନ୍ତୁ ଜାଣିବା ଏହାର କାରଣ...

କଥାଟି ହେଲା ଯେ ଫିଲ୍ମରେ ଅକ୍ଷୟଙ୍କ ଭୂମିକାର ନାମ ଆସିଫ ଥିବା ବେଳେ କିୟାରା ଆଡଭାନୀ, ପୂଜା ନାମରେ ଅଭିନୟ କରୁଛନ୍ତି । ଯାହାକୁ ଆଧାର କରି ୟୁଜର୍ସ ଲଭ ଜିହାଦ ଅଭିଯୋଗ ଲଗାଇଛନ୍ତି । ସେମାନଙ୍କ ଅନୁଯାୟୀ ଏହି ଫିଲ୍ମ ଜରିଆରେ ଲଭ ଜିହାଦକୁ ପ୍ରମୋଟ କରାଯାଉଛି ।

ସେହିପରି ଜଣେ ୟୁଜର ଲେଖିଛନ୍ତି, ‘ଫିଲ୍ମ ଲକ୍ଷ୍ମୀ ବମରେ ଅକ୍ଷୟଙ୍କ ନାମ ଆସିଫ ହୋଇଥିବା ବେଳେ କିୟାରାଙ୍କ ନାମ ପୂଜା । ଯାହାକୁ ଆମେ ଗ୍ରହଣ କରୁନାହୁଁ। ଫିଲ୍ମର ନାମ ଲକ୍ଷ୍ମୀ ବମ ଦେଇ ଆପଣ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି । ତୁମେ ଆମ ଧର୍ମର ମଜାଜ କରୁଥିବା ଆଉ ଆମେ ତୁମକୁ କ୍ଷମା କରିଦେବୁ।’

  • Shabina Khan is producer of Laxmi Bomb who is Kashmiri separatist.

    Aasif (akshay) is possessed by ghost of transgender Laxmi that wears red saaree & carries Trishul. Official teaser has Ma Laxmi in backdrop.

    In non-ghost life, Aasif's girlfriend is Priya.#ShameOnUAkshayKumar

    — कुणाल सारस्वत (आजाद) (@kunalaazad) October 16, 2020 " class="align-text-top noRightClick twitterSection" data=" ">

ଦ୍ବିତୀୟ ୟୁଜର ଲେଖିଛନ୍ତି, ‘ମୁଁ ଜାଣିନାହିଁ କାହିଁକି ଅକ୍ଷୟଙ୍କୁ ଦେଶଭକ୍ତ କୁହାଯାଉଛି ।’ ପ୍ରକାଶ ଥାଉକି ଏବେ ଫିଲ୍ମକୁ ବୟକଟ କରିବା ଦାବି ପୁଣି ତେଜିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.