ETV Bharat / sitara

ପୂରଣ ହେଲା ଜ୍ୟାକଲିନଙ୍କ ସ୍ବପ୍ନ

author img

By

Published : Feb 5, 2021, 6:50 PM IST

ଏବେ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଫିଲ୍ମ ସର୍କସରେ କାମ କରିବାକୁ ଯାଉଛନ୍ତି ଜ୍ୟାକଲିନ । ଯାହାକୁ ନେଇ ସେ ବହୁତ ଏକ୍ସାଇଟେଡ ଅଛନ୍ତି । ଅଧିକ ପଢନ୍ତୁ...

super-thrilled-working-rohit-shetty-ranveer-singh-always-dream-jacqueline-fernandez-cirkus
ପୂରଣ ହେଲା ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ସ୍ବପ୍ନ

ନୂଆଦିଲ୍ଲୀ: ବଲିଉଡର ସେକ୍ସୀ ଅଭିନେତ୍ରୀ ଜ୍ୟାକଲିନ ଏବେ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଫିଲ୍ମ ସର୍କସରେ କାମ କରିବାକୁ ଯାଉଛନ୍ତି । ଏହା ପ୍ରଥମ ଥର ହେବ ଯେ ହାଉସଫୁଲ ଅଭିନେତ୍ରୀ ଫିଲ୍ମ ସର୍କସରେ ରଣଭୀର ସିଂ ଏବଂ ରୋହିତ ସେଟ୍ଟୀଙ୍କ ସହ ମିଶି କାମ କରିବେ ।

ନିକଟରେ ଏକ ସାକ୍ଷାତକାରରେ ରୋହିତ ଏବଂ ରଣଭୀରଙ୍କ ସହିତ କାମ କରିବା ବିଷୟରେ ଜ୍ୟାକଲିନ୍ କହିଛନ୍ତି, “ମୁଁ ବହୁତ ଏକ୍ସାଇଟେଡ ଅଛି । ଏଥିସହିତ ରୋହିତ ଏବଂ ରଣଭୀରଙ୍କ ସହିତ କାମ କରିବା ମୋର ସ୍ବପ୍ନ ଥିଲା । ଯାହା ଏବେ ପୂରଣ ହୋଇଛି । ରଣଭୀର ସବୁବେଳେ ଏନରଜେଟିକ ମୁଡରେ ରହିଥାନ୍ତି । ତେଣୁ ତାଙ୍କ ସହିତ କାମ କରିବାର ମୋର ଇଚ୍ଛା ଥିଲା । କିନ୍ତୁ ପ୍ରଥମ ଥର ତାଙ୍କ ସହିତ ସେଟ ରେ କାମ କରିବାକୁ ନେଇ ମୁଁ ବହୁତ ନର୍ଭସ ଥିଲି । କିନ୍ତୁ ପରେ ସବୁ କିଛି ଠିକ୍ ହୋଇଗଲା” ।

ଆଗାମୀ ସମୟରେ, ଜ୍ୟାକଲିନ୍ 4 ଟି ବଡ ପ୍ରୋଜେକ୍ଟ ଫିଲ୍ମ ବଚ୍ଚନ ପାଣ୍ଡେ, କିକ୍-2,ଭୂତ ପୋଲିସ୍ ଏବଂ ସର୍କସ୍ ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.