ETV Bharat / sitara

ଛାତ୍ରଛାତ୍ରୀଙ୍କ ମନରୁ ଇଂରାଜୀ ଡର ଦୂର କଲେ ହ୍ରିତିକ - basanti no dance

ରିଲିଜ ହେଲା 'ସୁପର-30'ର ଆଉ ଏକ ଗୀତ । ଫନି ଗୀତ 'ବସନ୍ତୀ ନୋ ଡାନ୍ସ'ରେ ଦେଖିବାକୁ ମିଳିଛି ହ୍ରିତିକଙ୍କ ଛାତ୍ରଛାତ୍ରୀଙ୍କ ସହ ଜବରଦସ୍ତ ଡାନ୍ସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ
author img

By

Published : Jun 29, 2019, 10:29 PM IST

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଅପକମିଂ ଫିଲ୍ମ 'ସୁପର-30' ରିଲିଜ ହେବା ପାଇଁ ପ୍ରସ୍ତୁତ ହୋଇସାରିଲାଣି । ଇତି ମଧ୍ୟରେ ଫିଲ୍ମର ନୂଆ ଗୀତ 'ବସନ୍ତୀ ନୋ ଡାନ୍ସ' ମଧ୍ୟ ରିଲିଜ କରିଛନ୍ତି ମେକର୍ସ । ଗୀତରେ ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଭୂମିକାରେ ହ୍ରିତିକ ନିଜ ଛାତ୍ରଛାତ୍ରୀଙ୍କୁ ହୋଲିରେ ଇଂରାଜୀରେ ଗୀତ ଗାଇବା ଏବଂ ସମସ୍ତଙ୍କ ସାମ୍ନାରେ ପରଫର୍ମ କରିବାକୁ କହୁଥିବାର ନଜର ଆସୁଛନ୍ତି ।

ଅନ୍ୟପଟେ ତାଙ୍କ ଛାତ୍ରଛାତ୍ରୀଙ୍କୁ ଠିକରେ ଇଂରାଜୀ କହି ଆସୁନଥିବାରୁ, ସେମାନେ ଅଧଖଣ୍ଡିଆ ଇଂରାଜୀରେ ଗୀତ ଗାଉଥିବାର ଦେଖାଯାଇଛନ୍ତି ।

ସବୁଠାରୁ ମଜାଦାର ହେଲା 'ବସନ୍ତୀ ନୋ ଡାନ୍ସର'ର ଶବ୍ଦ ଲୋକପ୍ରିୟ ଫିଲ୍ମ 'ଶୋଲେ'ର ବିରୁ ତଥା ଧର୍ମେନ୍ଦ୍ରଙ୍କ ଫେମସ ଡାଇଲଗ 'ବସନ୍ତୀ ଇନ କୁତ୍ତୋଂ କେ ସାମନେ ମତ ନାଚନା'କୁ ନେଇ ଆଧାରିତ । ଗୀତ ଜରିଆରେ ଛାତ୍ରଛାତ୍ରୀ ଏହା ଜଣାଇବାକୁ ଚେଷ୍ଟା କରୁଛନ୍ତି କି ତାଙ୍କର ଯେତେ ମଧ୍ୟ ମଜାକ ଉଡାଯାଉ କିନ୍ତୁ ସେ ଚୁପ ବସିବେ ନାହିଁ ସେମିତି ହିଁ ଇଂରାଜୀ କହିବେ ଯେମିତି ତାଙ୍କୁ ଆସୁଛନ୍ତି ।

ଅନ୍ୟପଟେ 'ବସନ୍ତୀ ନୋ ଡାନ୍ସ'ରେ ଛାତ୍ରଛାତ୍ରୀଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ମିଳୁଛି । ଫନି ଲିରିକ୍ସର ଏହି ଗୀତ ଏତେ ମଜାଦାର ହୋଇଛି ଯେ ଦର୍ଶକଙ୍କୁ ନିହାତି ପସନ୍ଦ ଆସିବ ।

  • " class="align-text-top noRightClick twitterSection" data="">

ଅନ୍ୟପଟେ ହ୍ରିତିକ ଏହା କହୁଥିବାର ନଜର ଆସୁଛନ୍ତି କି ସେ ଇଂରାଜୀର ବିକାଶ ପାଇଁ କହୁନାହାଁନ୍ତି, ସେ ପିଲାଙ୍କ ମନରୁ ଇଂରାଜୀ ଡର ବାହାର କରିବାକୁ ଚେଷ୍ଟା କରୁଛନ୍ତି । ପ୍ରକାଶ ଥାଉକି 'ସୁପର-30' ଆସନ୍ତା ଜୁଲାଇ-30ରେ ରିଲିଜ ହେବାକୁ ଯାଉଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.