ETV Bharat / sitara

ଜାଣନ୍ତୁ, ସନ୍ନିଙ୍କ ଗ୍ଲୋ ସ୍କିନର ସିକ୍ରେଟ - ସନ୍ନିଙ୍କ ସ୍କିନ ଗ୍ଲୋ ସିକ୍ରେଟ

କିପରି ନିଜକୁ ସୁନ୍ଦର ରଖୁଛନ୍ତି ସନ୍ନି ଲିଓନୀ । ଜଣାଇଲେ ନିଜ ଗ୍ଲୋ ସ୍କିନର ସିକ୍ରେଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ
author img

By

Published : Apr 24, 2021, 1:59 PM IST

ମୁମ୍ବାଇ: ଆକ୍ଟିଭ ବ୍ୟତୀତ ବି-ଟାଉନର ସେକ୍ସି ଅଭିନେତ୍ରୀ ସନ୍ନି ଲିଓନୀ ନିଜ ସ୍କିନ ଓ ବ୍ୟୁଟି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ସବୁବେଳେ ତାଙ୍କ ବ୍ୟୁଟ ଉପରେ ଫିଦା ହେଉଥିବା ଫ୍ୟାନ୍ସଙ୍କୁ କିନ୍ତୁ ଜଣାନାହିଁ ଏହି ସୌନ୍ଦର୍ଯ୍ୟ ସନ୍ନି କିପରି ପାଉଛନ୍ତି । ସେ କୌଣସି କ୍ରିମ କିମ୍ବା ଲୋଶନ ଦ୍ବାରା ନୁହେଁ ବରଂ ଦେଶୀ ଔପଚାରି ଦ୍ବାରା ଏପରି ସୁନ୍ଦର ନଜର ଆସୁଛନ୍ତି ସେ । ତେବେ ଆସନ୍ତୁ ଜାଣିବା କିପରି ନିଜକୁ ଏତେ ସୁନ୍ଦର ରଖୁଛନ୍ତି ଅଭିନେତ୍ରୀ ।

ତେବେ କଥାଟି ହେଲା ଯେ ସନ୍ନି ନିଜ ସ୍କିନକୁ ହେଲ୍ଥି ରଖିବା ପାଇଁ ଏକ ବ୍ୟୁଟି ମନ୍ତ୍ର ସବୁବେଳେ ଆପଣାଆନ୍ତି । ତାହା ହେଲା ତାଙ୍କ ହେଲ୍ଥି ଡାଏଟ । ତାଙ୍କ ଅନୁଯାୟୀ ଜଣେ ବ୍ୟକ୍ତି ଯେତିକି ହେଲ୍ଥି ଖାଦ୍ୟ ଖାଉଛନ୍ତି ତେବେ ତାଙ୍କ ସ୍କିନ ସବୁବେଳେ ଗ୍ଲୋ କରିବ । ଏହାସହ ଭରପୁର ମାତ୍ରାରେ ପାଣି ପିଇବାର ମଧ୍ୟ ଆବଶ୍ୟକ ଅଛି ।

ସେ ଆହୁରି ଜଣାଇଛନ୍ତି ଯେ ସ୍କିନକୁ ହେଲ୍ଥି ରଖିବାରେ ସବୁଠୁ ବଡ ହାତ ହେଲ୍ଥି ଖାଦ୍ୟର । ଯଦି ଜଣେ ସଠିକ୍ ଡାଏଟ କରୁନାହାଁନ୍ତି ତେବେ ତାହା ଚେହେରାରେ ଦେଖିବାକୁ ମିଳେ । ସ୍କିନ ଗ୍ଲୋ କରେନି । ଏହାସ ନିଜକୁ ହାଇଡ୍ରେଟ ରଖିବାର ମଧ୍ୟ ଆବଶ୍ୟକ ଅଛି ।

ଖାଲି ଏତିକି ନୁହେଁ ସେ ଏହାସହ ଫ୍ୟାନ୍ସଙ୍କୁ ସତର୍କ କରାଇଛନ୍ତି ଯେ ନିଜ ସ୍କିନକୁ ସୁଟ୍ କରୁଥିବା ପ୍ରଡକ୍ଟସ ବ୍ୟବହାର କରିବାକୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.