ETV Bharat / sitara

ପୁଲରେ ବନ୍ଧୁଙ୍କ ସହିତ ମସ୍ତି କରୁଛନ୍ତି ସନ୍ନି, ଦେଖନ୍ତୁ - ପୁଲ୍ ରେ ବନ୍ଧୁଙ୍କ ସହିତ ମସ୍ତି କରୁଛନ୍ତି ସନ୍ନି

ନିକଟରେ ସନ୍ନି ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ ସନ୍ନି ପୁଲ୍ ରେ ତାଙ୍କ ବନ୍ଧୁଙ୍କ ସହିତ ପୋଜ୍ କରୁଥିବାର ନଜର ଆସିଛନ୍ତି । ଫଟୋରେ ସନ୍ନି ପିଙ୍କ ରଙ୍ଗର ବିକିନିରେ ସେକ୍ସୀ ଦେଖାଯାଉଥିଲେ । ଅଧିକ ପଢନ୍ତୁ...

sunny leone sets the internet on fire with her stunning pool selfies view photos
ପୁଲ୍ ରେ ବନ୍ଧୁଙ୍କ ସହିତ ମସ୍ତି କରୁଛନ୍ତି ସନ୍ନି, ଦେଖନ୍ତୁ
author img

By

Published : Aug 19, 2020, 10:40 PM IST

ନୂଆଦିଲ୍ଲୀ: ବଲିଉଡର ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀ ବର୍ତ୍ତମାନ ଲସ୍ ଆଞ୍ଜେଲସରେ ହବି ଡାନିଏଲ୍ ୱେବର ଏବଂ ପିଲାମାନଙ୍କ ସହିତ ଅଛନ୍ତି ।

ସନ୍ନି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । ସେ ପ୍ରାୟତଃ ତାଙ୍କର ଭିଡିଓ ଏବଂ ଫଟୋ ସେୟାର କରି ପ୍ରଶଂସକମାନଙ୍କ ମନୋରଞ୍ଜନ କରିଥାନ୍ତି ।

ନିକଟରେ ସନ୍ନି ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ ସନ୍ନି ପୁଲ୍ ରେ ତାଙ୍କ ବନ୍ଧୁଙ୍କ ସହିତ ପୋଜ୍ କରୁଥିବାର ନଜର ଆସିଛନ୍ତି । ଫଟୋରେ ସନ୍ନି ପିଙ୍କ ରଙ୍ଗର ବିକିନିରେ ସେକ୍ସୀ ଦେଖାଯାଉଥିଲେ ।

ଏହି ପୋଷ୍ଟର କ୍ୟାପସନ୍ ରେ ସନ୍ନି ଲେଖିଛନ୍ତି, ନୁରିଆ କଣ୍ଟେରସଙ୍କ ସହିତ ପୁଲ୍ ଟାଇମ ।

ଗତକାଲି, ସନ୍ନି ତାଙ୍କ ବନ୍ଧୁଙ୍କ ସହିତ ପୁଲ୍ ରେ ମସ୍ତି କରୁଥିବାର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।

ପ୍ରକାଶ ଥାଉ କି, ସନ୍ନି ‘ହେଟଷ୍ଟୋରି-2’, ‘ଏକ ପହେଲି ଲୀଲା’, ‘ଜିସ୍ମ -୨’ ଭଳି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.