ETV Bharat / sitara

‘ସୁପର ଡାନ୍ସର 4’ରେ କାନ୍ଦିଲେ ସୁନୀଲ ସେଟ୍ଟୀ, ଦେଖନ୍ତୁ ଭିଡିଓ...

ଆସନ୍ତା ଶନିବାର ଓ ରବିବାର ସୁନୀଲ ସେଟ୍ଟୀଙ୍କୁ ଦେଖିବାକୁ ମିଳିବ ‘ସୁପର ଡାନ୍ସର ଚାପ୍ଟର 4’ରେ । ଯାହାର ନୂଆ ପ୍ରୋମୋ ଭିଡିଓ ଜାରି ହୋଇଯାଇଛି । ଅଧିକ ପଢନ୍ତୁ...

author img

By

Published : May 26, 2021, 6:26 PM IST

suniel-shetty-gets-emotional-on-the-set-of-super-dancer-chapter-4
‘ସୁପର ଡାନ୍ସର 4’ରେ କାନ୍ଧିଲେ ସୁନୀଲ ଶେଟ୍ଟୀ, ଦେଖନ୍ତୁ ଭିଡିଓ...

ନୂଆଦିଲ୍ଲୀ: ବଲିଉଡର ଦୁଇ ଲୋକପ୍ରିୟ ସେଲିବ୍ରିଟି ସୁନୀଲ ସେଟ୍ଟୀ ଓ ଶିଳ୍ପା ସେଟ୍ଟୀ ପରସ୍ପର ସହ ବହୁତ କମ୍ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ଦୁଇଜଣଙ୍କୁ ଏକାଠି ଦେଖିବାକୁ ବେଶ୍ ଭଲ ପାଆନ୍ତି ଦର୍ଶକ । ପୁଣିଥରେ ସମସ୍ତଙ୍କ ଏହି ସ୍ବପ୍ନ ପୂରଣ ହେବାକୁ ଯାଉଛି । କାରଣ ଦୁଇ ଷ୍ଟାରଙ୍କ କେମେଷ୍ଟ୍ରିର ଫେମସ ଡାନ୍ସିଂ ରିୟାଲିଟି ଶୋ ‘ସୁପର ଡାନ୍ସର ଚାପ୍ଟର 4’ରେ ଦେଖିବେ ସମସ୍ତେ । ଯାହାର ଝଲକ ଏବେ ଦେଖିବାକୁ ମିଳୁଛି ।

ଏହି ଶୋର ଆଗାମୀ ଏପିସୋଡର ନୂଆ ପ୍ରୋମୋ ଭିଡିଓ ଜାରି କରିଛି ସୋନି ଟିଭି । ଯେଉଁଠାରେ ସୁନୀଲଙ୍କ ଗ୍ରାଣ୍ଡ ଅନ୍ଦାଜରେ ସ୍ବାଗତ କରାଯାଉଥିବାବେଳେ ତାଙ୍କ ପାଇଁ ପ୍ରତିଯୋଗୀ ଦମଦାର ପରଫର୍ମାନ୍ସ ଦେଉଥିବାର ନଜର ଆସୁଛନ୍ତି ।

ଏହି ଏପିସୋଡରେ, ପ୍ରତିଯୋଗୀମାନେ ସୁନୀଲଙ୍କ ସୁପରହିଟ୍ ଗୀତ ଗୁଡ଼ିକରେ ଦମଦାର ପରଫର୍ମାନ୍ସ ଦେଇଛନ୍ତି । କିନ୍ତୁ ଯେତେବେଳେ ପ୍ରତିଯୋଗୀ ତାଙ୍କ 'ସୁପରହିଟ୍ ଫିଲ୍ମ' ବର୍ଡର' ର 'ସନ୍ଦେସେ ଆତେ ହେ' ଗୀତରେ ପରଫର୍ମାନ୍ସ କରିଥିଲେ, ସେହି ସମୟରେ ସୁନୀଲ ଇମୋସନାଲ ହୋଇପଡିଥିଲେ ଏବଂ ତାଙ୍କ ଆଖିରୁ ଲୁହ ବାହାରି ଆସିଥିଲା । ଯାହାକୁ ନେଇ ସୁନୀଲ କହିଥିଲେ ଯେ, 'ମୁଁ ଯେତେବେଳେ ଏହି ଗୀତ ଶୁଣେ କାନ୍ଦି ପକାଏ' । ପ୍ରୋମୋ ଭିଡିଓ ଦେଖନ୍ତୁ:

ପ୍ରକାଶ ଥାଉ ଯେ, ଆସନ୍ତା ଶନିବାର ଓ ରବିବାର ଏହି ଏପିସୋଡ ପ୍ରସାରଣ ହେବାକୁ ଯାଉଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.