ETV Bharat / sitara

‘ମହାନତି’ ପରେ ସାଂଘାଇ ଫିଲ୍ମ ଫେଷ୍ଟିଭାଲରେ ‘ସୁଇ ଧାଗା’

ଆନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତା କରିବ ହିନ୍ଦି ଫିଲ୍ମ ‘ସୁଇ ଧାଗା’। ସାଂଘାଇ ଫିଲ୍ମ ଫେଷ୍ଟିଭାଲରେ ବରୁଣ ଧୱନଙ୍କ ‘ସୁଇ ଧାଗା’ । ଭାରତୀୟ ଫିଲ୍ମ ଭିତରେ ରହିଛି ତାମିଲ ଫିଲ୍ମ ‘ମହାନତି’ ଓ ‘ସୁଇ ଧାଗା’ ।

ଫଟୋ ସୌଜନ୍ୟ: ଏ ଏନ ଆଇ
author img

By

Published : Jun 16, 2019, 11:11 AM IST

Updated : Jun 16, 2019, 12:10 PM IST

ହାଇଦ୍ରାବାଦ: ସାଂଘାଇ ଫିଲ୍ମ ଫେଷ୍ଟିଭାଲରେ ପ୍ରତିଯୋଗିତା କରିବ ହିନ୍ଦି ଫିଲ୍ମ ‘ସୁଇ ଧାଗା’ । ପ୍ରଥମେ ତାମିଲ ଫିଲ୍ମ ‘ମହାନତି’କୁ ଚୟନ ପରେ ହିନ୍ଦି ଫିଲ୍ମ ଭିତରୁ ‘ସୁଇ ଧାଗା’କୁ ଚୟନ କରାଯାଇଛି । ଏହାର ସୂଚନା ଦେଇଛନ୍ତି ସୁଇ ଧାଗାର ଅଭିନେତା ବରୁଣ ଧୱନ ।

suidhaga
ଫଟୋ ସୌଜନ୍ୟ: ଏ ଏନ ଆଇ

ଫିଲ୍ମର କାହାଣୀ ଦୃଢ ମନବଳ ଓ ଇଚ୍ଛାଶକ୍ତି ଉପରେ ଆଧାରିତ । ମମତା ଓ ମୌଜି ନିଜର କପଡା ବିଜନେସ ଆରମ୍ଭ କରିବାକୁ ଚାହୁଁଥିବେ ଏହାସହ ନିଜ କପଡାରେ ‘ମେଡ ଇନ ଇଣ୍ଡିଆ’ଟ୍ୟାଗ ଲଗେଇବାକୁ ମଧ୍ୟ ଚାହୁଁଥିବେ । ଅନେକ ବାଧା ସତ୍ତ୍ବେ ଦୁହେଁ ନିଜର ବ୍ୟବସାୟ ଆରମ୍ଭ କରିବେ ।

ଫିଲ୍ମରେ ମୁଖ୍ୟତଃ ଯୁବପିଢିଙ୍କ ମନୋବଳକୁ ଦୃଢ କରିବାକୁ ପ୍ରେରଣା ଦିଏ । ଫିଲ୍ମକୁ ଉଭୟ ଦର୍ଶକ ଓ ସମୀକ୍ଷକ ଖୁବ ପସନ୍ଦ କରିଥିଲେ । ଫିଲ୍ମଟି ଗତବର୍ଷ ସେପ୍ଟେମ୍ବରରେ ରିଲିଜ ହୋଇଥିଲା ।

ସେହିପରି ତାମିଲ ଫିଲ୍ମ ‘ମହାନତି’ ଭାରତୀୟ ସିନେମାର କିମ୍ବଦନ୍ତୀ ନାୟିକା ସାବିତ୍ରୀ ମାଙ୍କ ଉପରେ ଆଧାରିତ । ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏ 300ରୁ ଅଧିକ ଫିଲ୍ମରେ କାମ କରିଥିଲେ । ସାଂଘାଇ ଫିଲ୍ମ ଫେଷ୍ଟିଭାଲ ଗତ ଶନିବାର(15 ଜୁନ)ରୁ ଆରମ୍ଭ ହୋଇଛି ।

Intro:Body:

fafa

Conclusion:
Last Updated : Jun 16, 2019, 12:10 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.