ETV Bharat / sitara

ହାପି ବର୍ଥଡେ ବିକ୍କି, ଇଞ୍ଜିନିୟରରୁ ଅଭିନେତାର ଯାତ୍ରା

author img

By

Published : May 16, 2021, 5:07 PM IST

ବଲିଉଡର ହ୍ୟାଣ୍ତସମ ହଙ୍କ ବିକ୍କି କୌଶଲ ଆଜି ୩୩ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ କଥା...

story-vicky-kaushal-birthday-special-here-know-about-him
ହାପି ବର୍ଥଡେ ବିକ୍କି, ଇଞ୍ଜିନିୟରରୁ ସାଜିଲେ ଅଭିନେତା

ନୂଆଦିଲ୍ଲୀ : ବଲିଉଡର ହ୍ୟାଣ୍ତସମ ହଙ୍କ ବିକ୍କି କୌଶଲ ଆଜି ୩୩ତମ ଜନ୍ମ ଦିନ ସେଲିବ୍ରେଟ କରୁଛନ୍ତି । ବିକ୍କି ଖୁବ୍ କମ ସମୟରେ ବଲିଉଡରେ ନିଜର ଚମତ୍କାର ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିବା ସହିତ ବହୁ ସଫଳତା ହାସଲ କରିଛନ୍ତି ।

ଫିଲ୍ମ ‘ମସାନ’ରୁ ପରିଚୟ ପାଇବା ପରେ ବିକ୍କି ଯେଉଁ ଫିଲ୍ମରେ କାମ କରିଥିଲେ, ତାହା ଦର୍ଶକଙ୍କୁ ପସନ୍ଦ ଆସିଥିଲା ।

ଫିଲ୍ମ ‘ସଞ୍ଜୁ’ ଏବଂ ‘ଉରି’ରେ ଜଣେ ସେନା ଅଧିକାରୀ ଭୂମିକା ବିକ୍କିଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା।

ଅଭିନେତା ଜଣେ ଟେଲି କମ୍ୟୁନିକେସନ ଇଞ୍ଜିନିୟର ମଧ୍ୟ ଅଟନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୋଗଦେବା ପୂର୍ବରୁ ସେ ବିଦେଶରେ କାମ କରୁଥିଲେ । ଅଭିନୟ ପ୍ରତି ତାଙ୍କ ଦୃଢ଼ ଇଚ୍ଛା ଶକ୍ତି ପାଇଁ ସେ ଚାକିରି ଛାଢ଼ି ଦେଇଥିଲେ । ଏହାପରେ ସେ ସହ ନିର୍ଦ୍ଦେଶକ ଭାବେ କାମ କରି ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ।

ମୁଖ୍ୟ ଅଭିନେତା ଭାବରେ ବିକ୍କିଙ୍କ ଫାଷ୍ଟ ଫିଲ୍ମ ‘ମସାନ’ ୨୦୧୫ ମସିହାରେ ରିଲିଜ ହୋଇଥିଲା । ଏହାପରେ ସେ ଫିଲ୍ମ ‘ଲଭ୍ ପର୍ ସ୍କୋୟାର୍ ଫୁଟ୍’, ‘ରାଜୀ’, ‘ସଞ୍ଜୁ’ ଏବଂ ‘ମନମର୍ଜିୟା’ କରିଥିଲେ।

ପ୍ରକାଶ ଥାଉ ଯେ, ୨୦୧୯ ରେ ରିଲିଜ୍ ହୋଇଥିବା ଫିଲ୍ମ, ‘ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ବିକ୍କିଙ୍କ କ୍ୟାରିୟରର ବଡ଼ ହିଟ୍ ବୋଲି ପ୍ରମାଣିତ ହୋଇଥିଲା । ଯାହାପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ନ୍ୟାସନାଲ ପିଲ୍ମ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.