ETV Bharat / sitara

କେମିତି ଆରମ୍ଭ କରିବେ ଦିନ, ଶିଖାଇଲେ ରାମ ଚରଣ...

author img

By

Published : Apr 7, 2021, 9:12 AM IST

ଭାଇରାଲ ହେଲା ରାମ ଚରଣଙ୍କ ଜିମ୍ ଫଟୋ । ୱାର୍କଆଉଟ ଜରିଆରେ ନିଜ ଦିନ ଆରମ୍ଭ କରିବାକୁ କହିଲେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାମ ଚରଣ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାମ ଚରଣ

ହାଇଦ୍ରାବାଦ: ତେଲୁଗୁ ଷ୍ଟାର ରାମ ଚରଣ ବର୍ତ୍ତମାନ ନିଜର ବହୁ ପ୍ରତିକ୍ଷିତ ଫିଲ୍ମ ‘RRR’କୁ ନେଇ ଚର୍ଚ୍ଚାରେ । ଏହି ପିରିୟଡ ଡ୍ରାମାରେ ତାଙ୍କ ସହ ନଜର ଆସିବେ ଜୁନିଅର ଏନଟିଆର, ଅଜୟ ଦେବଗନ ଓ କ୍ୟୁଟ ଆଲିୟା ଭଟ୍ଟ । ନିକଟରେ ଫିଲ୍ମରୁ ତାଙ୍କ ଫାଷ୍ଟଲୁକ ପୋଷ୍ଟର ସାମ୍ନାକୁ ଆସିଥିଲା । ଇତିମଧ୍ୟରେ ସେ ଫ୍ୟାନ୍ସଙ୍କ ପାଇଁ ଖାସ୍ ବାର୍ତ୍ତା ବାଣ୍ଟିଛନ୍ତି । ଆଉ ଜଣାଇଛନ୍ତି କିପରି ସମସ୍ତେ ନିଜ ଦିନ ଆରମ୍ଭ କରିବେ ।

ସେ ଇନଷ୍ଟାଗ୍ରାମରେ ନିଜର ଜିମ୍ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଷ୍ଟ୍ରଙ୍ଗ ମର୍ଣ୍ଣିଂ, କଣ ଭଲ ଆରମ୍ଭ କରିପାରିବାନି ।’

ଯଦି ‘RRR’ ବିଷୟରେ କଥା ହେବା ତାହାଲେ ଚଳିତ ବର୍ଷ ଅକ୍ଟୋବର 13ରେ ରିଲିଜ ହେବ ଏହି ଫିଲ୍ମ । ଦଶହରା ଅବସରରେ ଫିଲ୍ମକୁ ତେଲୁଗୁ, ତାମିଲ, ହିନ୍ଦୀ, ମାଲାୟାଲମ ଓ କନ୍ନଡ ଭାଷାରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଯାହାକୁ ନେଇ ଏବେଠୁ ଏକ୍ସାଇଡେଟ ଫ୍ୟାନ୍ସ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.