ETV Bharat / sitara

ବ୍ଲାକ୍ ଆଉଟଫିଟ୍ ଆଉ ପିନ୍ଧିବେନି କାଜଲ, ଜାଣନ୍ତୁ କାହିଁକି

author img

By

Published : Feb 22, 2021, 1:32 PM IST

କାଜଲଙ୍କ ନୂଆ ଫଟୋସୁଟକୁ ନେଇ ଚର୍ଚ୍ଚା । ବ୍ଲାକ୍ ଆଉଟଫିଟ୍‌ରେ ନଜର ଆସି କହିଲେ ଆଉ ପିନ୍ଧିବେନି ବ୍ଲାକ୍ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାଜଲ ଅଗ୍ରୱାଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାଜଲ ଅଗ୍ରୱାଲ

ମୁମ୍ବାଇ: ସାଉଥର ଫେମସ ଅଭିନେତ୍ରୀ କାଜଲ ଅଗ୍ରୱାଲ ସୋସିଆଲ ମିଡିଆରେ ପ୍ରାଯତଃ ନିଜର ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରନ୍ତି । ହେଲେ ସବୁବେଳେ ବ୍ଲାକ ଆଉଟଫିଟ୍‌ରେ ଆକର୍ଷଣୀୟ ଲାଗୁଥିବା ଅଭିନେତ୍ରୀ ଏକ ଆଶ୍ଚର୍ଯ୍ୟକର କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । କାରଣ ସେ ନିଷ୍ପତ୍ତି ନେଇଛନ୍ତି ଆଉ ବ୍ଲାକ ଆଉଟଫିଟ୍ ପିନ୍ଧିବେ ନାହିଁ । ଏକଥା ଆମେ କହୁନାହୁଁ ଏହା ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡିଛି ।

ନିକଟରେ ସେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋସୁଟର ଫଟୋ ସେୟାର କରିଥିଲେ । ଆଉ ଯାହାର କ୍ୟାପସନରେ ସେ ଲେଖିଥିଲେ, ‘ମୁଁ ବ୍ଲାଙ୍କ ପିନ୍ଧିବା ବନ୍ଦ କରିଦେବି ଯେତେବେଳେ ସେମାନେ ଏକ ଡ୍ରାକ କଲର ଉଭାବନ କରିବେ । ଲଭ ଆଉଟଫିଟ୍ ।’

ଏହି ଫଟୋରେ କାଜଲଙ୍କ ଗ୍ଲାମରସ ଅବତାର ଦେଖିବାକୁ ମିଳୁଛି । ପ୍ରକାଶ ଥାଉକି ଗତ ବର୍ଷ ଅକ୍ଟୋବର 30ରେ ବିଜନେସମ୍ୟାନ ଗୌତମ କିଚଲୁଙ୍କୁ ବିବାହ କରିଥିଲେ ଅଭିନେତ୍ରୀ । ଏହି ଯୋଡିଙ୍କ ବିବାହର ଅନେକ ଫଟୋ,ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.