ETV Bharat / sitara

ରିଲିଜ ହେଲା ସୋନୁ ନିଗମଙ୍କ ପଞ୍ଜାବୀ ଗୀତ 'କିଥେ ଜାୱେ'

'ନୈନା' ଆଲବମର ଦ୍ବିତୀୟ ଗୀତ 'କିଥେ ଜାୱେ' ରିଲିଜ ହୋଇଯାଇଛି । ଗୀତଟିକୁ ଗାଇଛନ୍ତି ପପୁଲାର ଗାୟକ ସୋନୁ ନିଗମ ଓ ଅକାସା ।

author img

By

Published : Jun 9, 2019, 7:44 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସୋନୁ ନିଗମ

ମୁମ୍ବାଇ: ଦୀର୍ଘସମୟ ପରେ ପୁଣି ଶୁଣିବାକୁ ମିଳୁଛି ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ଜବରଦସ୍ତ ଗୀତ । ଫେମସ ମ୍ୟୁଜିକାଲ କମ୍ପାନୀ ସୋନିର 'ନୈନା' ଆଲବମର ଦ୍ବିତୀୟ ଗୀତ 'କିଥେ ଜାୱେ' ରିଲିଜ ହୋଇଯାଇଛି । ଯାହାକୁ ଗାଇଛନ୍ତି ସୋନୁ । ଅନ୍ୟପଟେ ଫିଲ୍ମ ଜଗତର ଚର୍ଚ୍ଚିତ ଗୀତ 'ଆ ତୋ ସହି' ଗାୟିକା ଅକାସା ଏହି ଗୀତରେ ରାପ ଦେଇଥିବାର ଶୁଣିବାକୁ ମିଳୁଛି ।

  • " class="align-text-top noRightClick twitterSection" data="">

ଏହି ଆଲବମର ପ୍ରଥମ ଗୀତ 'ତେରେ ଦୋ ନୈନା'କୁ ଖୁବ୍ ଚର୍ଚ୍ଚାରେ ରହିଥିଲା । ଦର୍ଶକ ଗୀତଟିକୁ ବେଶ ପସନ୍ଦ ମଧ୍ୟ କରିଥିଲେ । ଯାହାକୁ ଗୌରଭ ଓ ରୋଶିନ ଗାଇଥିଲେ । ଏହି ଅବସରରେ ସୋନୁ କହିଛନ୍ତି କି ଗୀତଟିକୁ ସେ ଭିନ୍ନ ଅନ୍ଦାଜରେ ଗାଇଛନ୍ତି । ସେ ଗୀତରେ କିଛି ଭିନ୍ନ କରିବାକୁ ଚାହୁଁଥିଲେ । ଯାହାଦ୍ବାରା ଗୀତଟିକୁ ଦର୍ଶକ ପସନ୍ଦ କରିପାରିବେ ।

ଅନ୍ୟପଟେ ସେ ଅକାସାଙ୍କ ପ୍ରଶଂସା କରି କହିଛନ୍ତି କି ତାଙ୍କ କଣ୍ଠ ଅନ୍ୟ ମହିଳାଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତାଙ୍କ ସହ କାମ କରି ସେ ବେଶ ଖୁସି ଅଛନ୍ତି ।

ସେପଟେ ଅକାସା ମଧ୍ୟ କହିଛନ୍ତି କି ସୋନୁଙ୍କ ଅନୁଯାୟୀ ସୋନି ମ୍ୟୁଜିକାଲ କମ୍ପାନୀ ସବୁବେଳେ ଅଣ-ବଲିଉଡ ଗୀତରେ ନୂଆ ଉପାୟରେ ଗୀତକୁ ପ୍ରମୋଟ କରିଥାଏ । ସୋନି କମ୍ପାନୀ ସହ କାମ କରିବା ଗର୍ବର କଥା । ଏହାସହ ସେ ସୋନୁଙ୍କର ମଧ୍ୟ ଖୁବ୍ ପ୍ରଶଂଶା କରିଛନ୍ତି ।

ସୋନୁଙ୍କ କଣ୍ଠ ସହ ତାଙ୍କ କଣ୍ଠ ଶୁଣିଯିବା କୌଣସି ସ୍ବପ୍ନ ଠାରୁ କମ ନୁହେଁ । ସେ ଦୀର୍ଘସମୟରୁ ସୋନୁଙ୍କ ବଡ ଫ୍ୟାନ ରହିଆସୁଛନ୍ତି ଏବଂ ତାଙ୍କ ସହ ଗୀତ ଗାଇ ତାଙ୍କ ସ୍ବପ୍ନ ପୂରଣ ହୋଇଛି ବୋଲି କହିଛନ୍ତି ଅକାସା । ଆପଣ ମଧ୍ୟ ଶୁଣନ୍ତୁ ଏହି ଜବରଦସ୍ତ ଗୀତ...

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.